ଭୁବନେଶ୍ୱର: ଓଡ଼ିଆ ସିନେମା ଜଗତର ଭେଟରାନ ଅଭିନେତା ଉତ୍ତମ ମହାନ୍ତିଙ୍କ ଗୁରୁତର ହୋଇଛନ୍ତି । ଶନିବାର ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଭେଣ୍ଟିଲେଟରରେ ଥିବା ସୂଚନା ମିଳିଛି । ଆଇସିୟୁରେ ତାଙ୍କ ଚିକିତ୍ସା ଜାରି ରହିଛି । ୧୯୫୮ ମସିହା ଡିସେମ୍ବର ୨୩ରେ ଉତ୍ତମ ମହାନ୍ତି ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମ ଗ୍ରହଣ କରିଥିଲେ।

