ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): ପାଖେଇଆସୁଛି ବାତ୍ୟା 'ଦାନା' ଉପକୂଳ ଆଡକୁ ମାଡ଼ି ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି। ପାରାଦ୍ବୀପରୁ ୧୮୦ କିଲୋମିଟର ଦୂରରେ ରହିଥିବା ବେଳେ ଧାମରାରୁ ୨୧୦ କିଲୋମିଟର ଦୂରରେ ରହିଛି । ତେବେ କେଉଁ ସମୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ରହିଥିବା ବେଳେ ସାମ୍ନାକୁ ଆସିଛି ଲ୍ୟାଣ୍ଡଫଲ ସମୟ ।

