Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦୃଶ୍ୟମ-୩ କୁ ନେଇ ବଡ ଖୁଲାସା

ଦୃଶ୍ୟମ-୩ କୁ ନେଇ ବଡ ଖୁଲାସା

ପାର୍ଟ-୧ ଓ ପାର୍ଟ-୨ କୁ ସଫଳତା ମିଳିବା ପରେ ଏବେ ପାର୍ଟ-୩ ଆସୁଛି । ଏଥି ପାଇଁ ପ୍ରସ୍ତୁତ ହେଉଛନ୍ତି ଅଜୟ ଦେଭଗନ । ଏଥର ବି ସେ ବିଜୟ ସାଲଗାଁଓକର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ମେକର୍ସ ପାର୍ଟ-୩ର ନାମ 'ଦୃଶ୍ୟମ : ଦ କନକ୍ଲୁଜନ' ରଖାଯାଇଛି । ଅର୍ଥାତ୍ ଏହା ଫ୍ରାଞ୍ଚାଇଜ୍ ର ଶେଷ ଫିଲ୍ମ ବୋଲି ଅନୁମାନ କରାଯାଉଛି ।

ତେଣୁ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢିଯାଇଛି । ଅକ୍ଟୋବର ୨ରେ ଏହି ଫିଲ୍ମ ବଡ଼ ପରଦାରେ ଧମାଲ୍ କରିବ । ଖୁବଶୀଘ୍ର ଏହାର ଟ୍ରେଲର ରିଲିଜ୍ ହେବାକୁ ଯାଉଛି ।

ସେପ୍ଟେମ୍ଵର ୧ରେ ସେଣ୍ଟ୍ରାଲ୍ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନରୁ ଦୃଶ୍ୟମ-୩ର ଥିଏଟ୍ରିକାଲ ଟ୍ରେଲର ପାସ୍ ହୋଇଯାଇଥିଲା ।ଟ୍ରେଲର ରନଟାଇମ୍ ୨ ମିନିଟ୍ ୫୨ ସେକେଣ୍ଡ ରହିବ ।ମେକର୍ସ ଗୋଆରେ ଟ୍ରେଲର ରିଲିଜ୍ ପାଇଁ ବଡ଼ ଆୟୋଜନ କରୁଛନ୍ତି ।ଏଥର ଦୃଶ୍ୟମ-୩ର ଟ୍ରେଲର ଲଞ୍ଚ ବି ଗୋଆରେ ହେବ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News