Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗୋରୁ ମାଫିଆ ଙ୍କୁ ଛାଟ ତୁରୁମୁଙ୍ଗା ପୋଲିସ ପକ୍ଷରୁ

ଗୋରୁ ମାଫିଆ ଙ୍କୁ ଛାଟ ତୁରୁମୁଙ୍ଗା ପୋଲିସ ପକ୍ଷରୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା ପୋଲିସ ପକ୍ଷରୁ ସବୁଦିନ ଭଳି ଆଜି ମଧ୍ୟ ଜାତୀୟ ରାଜପଥ 49 ନିନୁ୍ହା ଛକ ନିକଟରେ ତୁରୁମୁଙ୍ଗା ପୋଲିସ କୌଣସି ସୂତ୍ର ଖବର ପାଇ ଜାତୀୟ ରାଜପଥ ନିକଟରେ ଅଟକି ରହି ଥିବା ବେଳେ ଆଜି ସୋମବାର ସକାଳୁ ଗୋରୁ ବୋଝେଇ ଗାଡି ସହିତ ଦଶ ଗୋରୁ ଙ୍କୁ ଉଦ୍ଧାର କରା ଯାଇଛି,, ଏହି ଚଢ଼ାଉ ରେ ତୁରୁମୁଙ୍ଗା ପୋଲିସ ଷ୍ଟେସନ ର ଆଇ ପି ଏସ ମାଡାମ ସୁଧା ସ୍ନିଗ୍ଧା ସେଠି ଙ୍କ ସହିତ ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ଙ୍କ ପ୍ରତକ୍ଷ ତତ୍ୱବଧାନ ରେ ପୋଲିସ ଏ ଏସ ଆଇ ଦେବେନ୍ଦ୍ର ମୁର୍ମୁ ଓ ପୋଲିସ ଏ ଏସ ଆଇ ସହୀଦ ସଲିମ ହୁସେନ ଏହି ଗୋରୁ ବୋଝେଇ ଗାଡି ସହିତ ଦଶ ଗୋରୁ ଙ୍କୁ ଉଦ୍ଧାର କଲା ବେଳେ ଗୋରୁ ବୋଝେଇ ଗାଡି ର ଡ୍ରାଇଭର ସହିତ ଦୁଇ ସହଯୋଗୀ ଫେରାର ହୋଇ ଯାଇ ଥିଲେ,, ଗୋରୁ ମାନଙ୍କୁ କେଉଁ ଗୋ ଶାଳ କୁ ପଠା ଯାଇଛି ଖବର ଲେଖିବା ଭିତରେ ଥାନା ଅଧିକାରୀ ଙ୍କ କୌଣସି ସୂଚନା ମିଳି ନାହିଁ,, କେନ୍ଦୁଝର ରୁ ଅଞ୍ଜନ କୁମାର ରଣା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News