Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ହାତୀ ସହିତ ବିଶୃଙ୍ଖଳା ଆଚରଣ କରି ଚାରି ଯୁବକ ଗିରଫ

ହାତୀ ସହିତ ବିଶୃଙ୍ଖଳା ଆଚରଣ କରି ଚାରି ଯୁବକ ଗିରଫ

କେନ୍ଦୁଝର ଜିଲ୍ଲାର ବନ ଖଣ୍ଡ ଅଂଚଳ ରେ ହାତୀ ସହିତ ବିଶୃଙ୍ଖଳା ଆଚରଣ କରି ତିନି ଯୁବକ ଗିରଫ କରି ଛନ୍ତି,, ଡି ଏଫ ଓ ଙ୍କ ସୂଚନା ଅନୁସାରେ ଦୀପକ ମହାକୁଡ଼ ବାପା କଳ୍ପ ତରୁ ମହାକୁଡ଼,, ଘଟଗାଁ ଥାନା,, ଦୁଷ୍ମନ୍ତ ବେହେରା ବାପା ବିଦେଶୀ ବେହେରା ଘଟଗାଁ ଥାନା,, ଆକାଶ କୁମାର ମହାନ୍ତ ବାପା ଗୌରାଙ୍ଗ ଚରଣ ମହାନ୍ତ ଥାନା ହରିଚନ୍ଦନପୁର,, ଜଗନ କୁମାର ବାରିକ ବାପା ଅନିରୁଦ୍ଧ ବାରିକ ଥାନା ଘଟଗାଁ

ଏହି ଚାରିଜଣ ଜଣ ସହିତ ଗୋଟେ ଡ୍ରନ,, ମୋବାଇଲ ଫୋନ ଆଉ ଗୋଟେ ମୋଟର ସାଇକେଲ ତାଙ୍କ ପାଖରୁ ଜବତ କରା ଯାଇଛି,, ଆଜି ଏହି ଚାରି ଜଣ ଙ୍କୁ ବୁଧବାର ରେ କୋୖର୍ଟ ଚାଲାଣ କରାଯିବ ବୋଲି ଡି ଏଫ ଓ ସୂଚନା ଦେଇ ଛନ୍ତି,, କେନ୍ଦୁଝର ରୁ ଅଞ୍ଜନ କୁମାର ରଣା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News