Dailyhunt
ପଇଡ ପାଣିର ଉପକାରିତା ବିଷୟରେ ଜାଣନ୍ତୁ.

ପଇଡ ପାଣିର ଉପକାରିତା ବିଷୟରେ ଜାଣନ୍ତୁ.

ଇଡ ପାଣିରେ ଅତ୍ୟାବଶ୍ୟକ ଭିଟାମିନ୍, ମିନେରାଲ୍ସ ଏବଂ ଆମିନୋ ଏସିଡ୍ ଭରପୂର ଥାଏ। ଏହା ବ୍ୟତୀତ ପ୍ରଚୁର ପରିମାଣର ପୋଟାସିୟମ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ଏବଂ ସୋଡିୟମ୍ ଥାଏ, ଯାହା ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ବଜାୟ ରଖିବା, ରକ୍ତଚାପ ନିୟନ୍ତ୍ରଣ କରିବା ଏବଂ ମାଂସପେଶୀ କାର୍ଯ୍ୟକୁ ସମର୍ଥନ କରିବାରେ ସହାୟକ ହୋଇଥାଏ।

ପଇଡ ପାଣିରେ ଥିବା ଏନଜାଇମ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ଏବଂ ପେଟର ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିଥାଏ। ହାଇଡ୍ରେଟିଂ ଏବଂ ଡିଟକ୍ସିଫାଇଙ୍ଗ୍ ଗୁଣ ଯୋଗୁଁ ପେଟ ଫୁଲା ଏବଂ କୋଷ୍ଠକାଠିନ୍ୟ ଲକ୍ଷଣକୁ ହ୍ରାସ କରିପାରେ ପଇଡ ପାଣି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News