Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସରସ୍ବତୀ ଶିଶୁମନ୍ଦିରର ବାର୍ଷିକ କ୍ରିଡା ଉଦଯାପିତ

ସରସ୍ବତୀ ଶିଶୁମନ୍ଦିରର ବାର୍ଷିକ କ୍ରିଡା ଉଦଯାପିତ

କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମହାଲକ୍ଷ୍ମୀ ପଡିଆରେ ଦୁଇଦିନ ଧରି ଚାଲିଥିବା ପଦ୍ମପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷକ କ୍ରିଡା ଉତ୍ସବ ଉଦଯାପିତ ହୋଇଛି।ଏଥିରେ ଖେଳାଯାଇଥିବା ୧ଶହ ମିଟର,୨ଶହ ମିଟର ଦୈଡ,୫ ଓ ୬ ଶହ ମିଟିର ଦୈଡ,ଡିସ୍କସ,ହାଇଜମ୍ପ,ଲମ୍ପଜମ୍ପ ଆଦି ଖେଳରେ ଛାତ୍ରଛାତ୍ରୀ ଭାଗନେଇଥିଲେ।ଉଦଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ରାଜ୍ୟପ୍ରବୋକ୍ତା ବିଜେପି ଶ୍ରୀଯୁକ୍ତ ବିରଜା ମିଶ୍ର,ଜିଲ୍ଲା ଉପସଭାପତି ବକ୍ତା ଗୋପ ରାମ,ବିଦ୍ୟାଳୟ ସଭାପତି ଶ୍ରୀଯୁକ୍ତ ଆଖଣ୍ତଳମଣି ବାରିକ,ପୂର୍ବତନ ସଂମ୍ପାଦକ ଶ୍ରୀଯୁକ୍ତ ରକ୍ଷାକର ସାହୁ,ବିଦ୍ୟାଳର ପ୍ରତିଷ୍ଠାତା ଯୋଗେନ୍ଦ୍ରନାଥ ସାହୁ,ସହ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ବିନତା ସାହୁ,ବରିଷ୍ଠ ଆଚାର୍ଯ୍ୟ ଫକିର ମୋହନ ମହାନ୍ତ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇଥିଲେ।

ଗୋନାସିକା କେନ୍ଦୁଝର ମହୋତ୍ସବ ଏବଂ…

ଗନ୍ଧମାର୍ଦନ ଖଣି ପ୍ରଭାବିତ…

ମୁଖ୍ୟ ସଚିବମାନଙ୍କର ଚତୁର୍ଥ ଜାତୀୟ…

ବିଶ୍ୱର ସର୍ବକନିଷ୍ଠ ଚେସ୍…

କୃତିଛାତ୍ର ଛାତ୍ରୀ ଉପସ୍ଥିତ ଅତିଥିମାନେ ପୁରସ୍କୃତ କରିଥିଲେ।ଗୁରୁଜୀ ଦିବ୍ୟଲୋଚନ ମହାନ୍ତ,ପ୍ରମୋଦ କୁମାର ରାଉତ,ଗୋଲକ ଦେହୁରୀ,ଗଗନ ବିହାରୀ ଖଣ୍ତାଇ,ସୁରେଶ କୁମାର ସଡଙ୍ଗ,ଇଶ୍ବର ଚନ୍ଦ୍ର ସର୍ଦ୍ଧାର,ବିକାଶ କୁମାର ମହାନ୍ତ,ଅର୍ଜୁନ ଚରଣ ସାହୁ,ପର୍ଶୁରାମ ନାଏକ,ଡମ୍ବରୁଧର ଦାସ,ଗୁରୁମା ବିନତା ସାହୁ,ରେଣୁବାଳା ସାହୁ,ରେବତୀ ସାହୁ,ପଦ୍ମିନୀ ସାହୁ,ଅଞ୍ଜଳୀ ସାହୁ,ସ୍ନେହଲତା ବେହେରା,ସରୋଜିନୀ ବେହେରା,ସାଗରିକା ସାହୁ,ଅନିତା ସାହୁ,ଗାୟତ୍ରୀ ମହାନ୍ତ,ବୀଣପାଣି ଗିରି,ଚୁନ୍ମୟୀରାଣୀ ପ୍ରଧାନ,ମୀନା ପାତ୍ର,କମୁଦୀ ମହାନ୍ତ ସମେତ ସେବକ ସନ୍ତୋଷ କୁମାର ସାହୁ,ସେବିକା ସବିତା ଦେହୁରୀ,ଗୀତା କାରୁଆ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News