Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶିଶୁ ମୃତ ସାପ ଦଂଶନରେ

ଶିଶୁ ମୃତ ସାପ ଦଂଶନରେ

ବାଲେଶ୍ବର ମାଖନପୁର ପଞ୍ଚାୟତ ବରଗିଡି ଗ୍ରାମର ସକାଳେ ଏକ ଦୁଃଖଦ ଘଟଣା ଘଟିଛି। ସାପ କାମୁଡ଼ାରେ ଅଢେଇ ବର୍ଷର ଶିଶୁପୁତ୍ରର ମୃତ୍ୟୁ। ଗ୍ରାମର ଶଶିକାନ୍ତ ମଳିକଙ୍କ ପୁଅ ଓମ୍ କାର ମଳିକ ଗତକାଲି ସୋମବାର ରାତି ୧୨ଟାରେ ଶୋଇଥିବା ବେଳେ ଏକ ବିଷଧର ସାପକୁ ବିଛଣାରେ ଦେଖିବାକୁ ପାଇଥିଲେ।

ପିଲାଟିକୁ ସାପ କାମୁଡିବା ଜାଣି ଅବସ୍ଥା ସଂକଟାପନ୍ନ ହେବାରୁ ସୋର ମେଡିକାଲକୁ ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ଶିଶୁପୁତ୍ରର ମୃତ ଘୋଷଣା କରିଛନ୍ତି।

ଏହି ଘଟଣାରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News