Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶ୍ରୀ ଜଗନ୍ନାଥଙ୍କ ୩୨ ବେଶ ପ୍ରଦର୍ଶନ କଲେ ପିଲାମାନେ

ଶ୍ରୀ ଜଗନ୍ନାଥଙ୍କ ୩୨ ବେଶ ପ୍ରଦର୍ଶନ କଲେ ପିଲାମାନେ

ହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ 32 ବେଶ ପ୍ରଦର୍ଶନ, ଦୃଷ୍ଟି ବାଧିତ ପିଲା ମାନଙ୍କ ଦ୍ୱାରା ଭଜନ କଥାମୃତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଜଗନ୍ନାଥ ପ୍ରେମୀ ମାନଙ୍କୁ ସମ୍ବର୍ଦ୍ଧନା କରାଯିବ,ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ସଭାପତି ଡ଼ ନାରାୟଣ ମହାପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ, ଆଜିର ବୈଠକରେ ଇଁ ରବି ନାରାୟଣ ମହାପାତ୍ର, ସୁରେଶ କୁମାର ମିଶ୍ର ,ତ୍ରିଲୋଚନ ନାୟକ ,ଭାରତୀ ଭୂଷଣ ପଟ୍ଟନାୟକ ,ଭଗବାନ ଦାଶ, ବଂଶୀଧର ନାୟକ, ଅକ୍ଷୟ କୁମାର ସାହୁ, ବିଜୟ ମୋହନ ପଣ୍ଡା, ଦୁଷ୍ମନ୍ତ କୁମାର ଧୀର, ଶ୍ରୀନିବାସ ରାଓ ପ୍ରମୁଖ ଯୋଗ ଦେଇଥିଲେ।

ଘରୋଇ ହଷ୍ଟେଲରୁ ରାତିରେ ୪ ଦଶମ…

ରାଜ୍ୟ ସ୍ତରୀୟ ଉର୍ଦ୍ଦୁ କବି…

ହରେକୃଷ୍ଣ ମହତାବ ରାଜ୍ୟ…

ଓଡିଶା ସର୍ଭିସ ସେଣ୍ଟର ଫର ଦି ଦିବ୍ୟାଙ୍ଗ ପିପୁଲସ "ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ"ଓ ବିଶ୍ୱ ହିନ୍ଦୁ ପରିଷଦ, ଭୁବନେଶ୍ୱର ମହାନଗର ଙ୍କ ମିଳିତ ଆୟୋଜନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ,ଆସନ୍ତା ୧୪ ଅଗଷ୍ଟ ରୁ ୨୦ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ,ସମୟ ପ୍ରତିଦିନ ସନ୍ଧ୍ୟା ୬ ଘଟିକା ରୁ ୧୦ ଘଟିକା ପ୍ରର୍ଯ୍ୟନ୍ତ , ସ୍ଥାନ ଲିଙ୍ଗରାଜ ଭଜନ ମଣ୍ଡପ, ଶ୍ରୀ ଲିଙ୍ଗରାଜ ମନ୍ଦିର ପାଖ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ।

ଏହି ଅନନ୍ୟ ଓ ଦିବ୍ୟ କାର୍ଯ୍ୟକ୍ରମରେ ବହୁ ସାଧୁ ସନ୍ଥ, ମହାନୁଭବ, ଜଗନ୍ନାଥ ସଂସ୍କୃତି ଗବେଷକ ଓ ଜଗନ୍ନାଥ ପ୍ରେମୀ ଭକ୍ତମାନେ ଯୋଗ ଦେବେ।ଏଣୁ ଆମର ସାଦର ଅନୁରୋଧ କରାଯାଇଛି ,ଆପଣ ପରିବାର ସମେତ ବହୁ ସଂଖ୍ୟାରେ ଉପସ୍ଥିତ ରହି ଏହି ମହାନ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିବା ସହ ଆମକୁ କୃତାର୍ଥ କରିବେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News