Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସ୍ଲାଇଡିଂ ଜୋନ୍‌ର ତୁରନ୍ତ ପୁନରୁଦ୍ଧାର ପାଇଁ ନିର୍ଦ୍ଦେଶ

ସ୍ଲାଇଡିଂ ଜୋନ୍‌ର ତୁରନ୍ତ ପୁନରୁଦ୍ଧାର ପାଇଁ ନିର୍ଦ୍ଦେଶ

ସ୍ଲାଇଡିଂ ଜୋନ୍‌ର ପୁନରୁଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ନେଇ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ର ମୁଖ୍ୟ ଯନ୍ତ୍ରୀ ତଥା ବେସିନ୍ ମ୍ୟାନେଜର (CE & BM, MBBS)ଙ୍କ ପକ୍ଷରୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି ।

ସ୍ଥିତିର ନିରନ୍ତର ନିରୀକ୍ଷଣ ସହ ଆବଶ୍ୟକ ପଦକ୍ଷେପ ନେଇ ସ୍ଲାଇଡିଂ ଜୋନ୍‌ର ପୁନରୁଦ୍ଧାର କାର୍ଯ୍ୟ ଶୀଘ୍ର ସୁନିଶ୍ଚିତ କରିବାକୁ କୁହାଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shaksi News