Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସ୍ବାମୀଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ଏଭଳି ସ୍ତ୍ରୀ ମାନେ!

ସ୍ବାମୀଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି ଏଭଳି ସ୍ତ୍ରୀ ମାନେ!

Shastra Darshan 5 years ago

ସାମୁଦ୍ରିକ ଶାସ୍ତ୍ରରେ ଶରୀରର ରଙ୍ଗ,ରୂପ ଏବଂଆକାରକୁ ଆଧାର କରି ଭବିଷ୍ୟତ ବିଷୟରେ ଅନେକ କଥା କୁହାଯାଇପାରେ। ସାମୁଦ୍ରିକ ଶାସ୍ତ୍ରରେ କୁହାଯାଇଛି ଯେ ସ୍ତ୍ରୀମାନଙ୍କର ରଙ୍ଗ ଏବଂ ମୁହଁର ଭଙ୍ଗୀ ଦେଖି ଭବିଷ୍ୟତ ବିଷୟରେ ଆକଳନ କରାଯାଇପାରିବ। ଯେଉଁ ସ୍ତ୍ରୀର ମୁହଁ ଚନ୍ଦ୍ରମା ଭଳି ଗୋଲ , ଶରୀରର ରଙ୍ଗ ଗୋରା,ଆଖି ବଡ଼ ଏବଂ ଓଠ ହାଲୁକା ଲାଲ ହୋଇଥାଏ ସେହି ସ୍ତ୍ରୀ ଲୋକମାନେ ସଂସାରର ସବୁ ସୁଖ ଭୋଗ କରିଥାନ୍ତି।

ଯେଉଁ ସ୍ତ୍ରୀର ଶରୀରର ରଙ୍ଗ ସୁନା ଭଳି ଏବଂ ହାତର ରଙ୍ଗ ପଦ୍ମ ଭଳି ସେହି ସ୍ତ୍ରୀ ପତିବ୍ରତା ହୋଇଥାଏ। ଯେଉଁ ସ୍ତ୍ରୀର ହାତର ରେଖା ଲାଲ ,ସ୍ପଷ୍ଟ,ଗଭୀର,ଚିକ୍କଣ ,ପୂର୍ଣ୍ଣ ଏବଂ ଗୋଲାକାର ହୋଇଥାଏ ସେହି ସ୍ତ୍ରୀ ଭାଗ୍ୟଶାଳୀ ହୋଇଥାଏ।

ଯେଉଁ ସ୍ତ୍ରୀର ଆଙ୍ଗୁଳି ଲମ୍ବା ,ଗୋଲ,ସୁନ୍ଦର ଏବଂ ପତଳା ହୋଇଥାଏ ସେହି ସ୍ତ୍ରୀ ଶୁଭ ହୋଇଥାନ୍ତି।

ଯେଉଁ ସ୍ତ୍ରୀର ଦୁଇଟି ଆଖି ହାଲୁକା ଲାଲ , ଆଖି ପିତୁଳାର ରଙ୍ଗ କଳା ଏବଂ ଧଳା ଭାଗ ଗାଇର କ୍ଷୀର ଭଳି ଓ ଆଖିପତାର ରଙ୍ଗ କଳା ହୋଇଥାଏ ସେହି ସ୍ତ୍ରୀମାନେ ସୁଲକ୍ଷଣା ହୋଇଥାନ୍ତି।

ଯେଉଁ ସ୍ତ୍ରୀର ରଙ୍ଗ ଗୋରା କିମ୍ବା ଶ୍ୟାମଳ ହୋଇଥାଏ ,ମୁହଁ,ଦାନ୍ତ ଏବଂ କପାଳ ଚିକ୍କଣ ହୋଇଥାଏ ସେ ସ୍ତ୍ରୀଲୋକମାନେ ଭାଗ୍ୟଶାଳୀ ହୋଇଥାନ୍ତି। ଯେଉଁ ମହିଳାମାନଙ୍କ ହାତ କୋମଳ ଏବଂ ପାପୁଲି ସାମାନ୍ୟ ଲାଲ ହୋଇଥାଏ ସେ ସ୍ତ୍ରୀଲୋକମାନେ ସୈାଭାଗ୍ୟବତୀ ଏବଂ ଧନବତୀ ହୋଇଥାନ୍ତି।

ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ଆମକୁ ୯୪୩୯୦୫୭୫୭୬ ଯୋଗାଯୋଗ କରନ୍ତୁ । ଆପଣଙ୍କ ପ୍ରତ୍ୟେକ ସମସ୍ୟାର ସମାଧାନ ଯନ୍ତ୍ର ମନ୍ତ୍ର ଓ ତନ୍ତ୍ର ଦ୍ୱାରା କରାଯିବ।ଜ୍ୟୋତିଷ ଶାସ୍ତ୍ର, ପୁରାଣ, ବାସ୍ତୁ ଶାସ୍ତ୍ର, ଗୀତା ଓ ଅନ୍ୟାନ୍ୟ ଧାର୍ମିକ ପୋଷ୍ଟ ପଢିବାକୁ ଚାହୁଁଥିଲେ ଆମକୁ ଫେଲୋ କରିବାକୁ ଭୁଲନ୍ତୁ ନାହିଁ। ପୋଷ୍ଟଟି କେମିତି ଲଗିଲା କମେଣ୍ଟ କରି ଜାଣନ୍ତୁ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Shastra Darshan