Posts
ଘରର ଏହି ଜାଗାରେ ରଖିଦିଅନ୍ତୁ ଲୁଣ ,ଏତେ ଟଙ୍କା ଆସିବ ଯେ ରଖିପାରିବେନି।

ଆପଣ ମାନେ ଜାଣିଥିବେ ଲୁଣ ଆମ ପାଇଁ କେତେ ଆବଶ୍ୟକ ହୋଇଥାଏ । ଲୁଣ ବିନା କୌଣସି ଖାଦ୍ୟ ସୁସ୍ୱାଦୁ ଲାଗିନଥାଏ। ଲୁଣ ଆମର ଆୟୁଷ ମଧ୍ୟ ବଢ଼ାଇଥାଏ ଓ ଏହି ଲୁଣ ଆମର ଆୟୁଷ କମାଇ ମଧ୍ୟ ଥାଏ। ଏହି ଲୁଣକୁ ଠିକ ଭାବରେ ବ୍ୟବହାର କରିବା ବହୁତ କମ ଲୋକ ଜାଣିଛନ୍ତି।ଆଜି ଆମେ ଆପଣଙ୍କୁ ଲୁଣର ବ୍ୟବହାର ବିଷୟରେ କହିବୁ।ଆମେ ଏହାକୁ ଖାଦ୍ୟ ରେ ବ୍ୟବହାର ବିଷୟରେ କହିବୁନି ଏହାକୁ ଆପଣ ଏକ ଚମତ୍କାର ରୂପରେ କିପରି ବ୍ୟବହାର କରିପାରିବେ ତାହା ବିଷୟରେ କହିବୁ ଯାହା ଦ୍ଵାରା ଆପଣଙ୍କର ସମସ୍ତ ଅଭାବ ଓ ଅଶୁବିଧା ଦୂର ହୋଇପାରିବେ। ତେବେ ଆସନ୍ତୁ ଜାଣିବା ଲୁଣର ସେହି ଚମତ୍କାର ବିଷୟରେ।
ଲୁଣ ଅନେକ ପ୍ରକାରର ହୋଇଥାଏ।ଯେପରି ପାହାଡ଼ି ଲୁଣ,କଳାଲୁଣ, ସାମୁଦ୍ରିକ ଲୁଣ ଓ ସାଧାରଣ ଲୁଣ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣ କୁ ଚନ୍ଦ୍ର ଓ ଶୁକ୍ର ର ପ୍ରତିମୂର୍ତ୍ତି ବୋଲି କୁହାଯାଏ। ଲୁଣ ଦ୍ଵାରା ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ସମସ୍ତ ଅଶୁବିଧା ଦୂର ହେବ ଓ ଆପଣ ନିଜ ଘରୁ ସମସ୍ତ ନକରାତ୍ମକ ପ୍ରଭାବ ଦୂର କରିପାରିବେ।ଯଦି ଏହି ନକରାତ୍ମକ ଚିନ୍ତ ରହିବ ତାହା ଘରେ ମାନସିକ ଚିନ୍ତା ବଢ଼ାଇଥାଏ।ଏହି ଲୁଣ ରେ ଏକ ଏପରି ଶକ୍ତି ରହିଛି ଯାହା ଘରୁ ନକରାତ୍ମକ ପ୍ରଭାବ କାଢ଼ିପାରିବ।
ପ୍ରଥମେ ଆପଣ କିଛି ଲୁଣ ନିଅନ୍ତି ଓ ଏକ ଲାଲ କପଡା ଆଣି ସେଥିରେ ସେହି ଲୁଣ ବାନ୍ଧିଦିଅନ୍ତୁ।ଏହା ପରେ ଆପଣ ସେହି ଲାଲ କପଡାକୁ ନିଜ ଘରର ମୁଖ୍ୟ କବାଟରେ ଟାଙ୍ଗି ଦିଅନ୍ତୁ। ଏପରି କରିବା ଦ୍ଵାରା ଘରେ ଖରାପ ଶକ୍ତି ପସିପାରିନଥାଏ ଓ ନକରାତ୍ମକ ପ୍ରଭାବ ଘର ଉପରେ ପଡିନଥାଏ। ଏହା ଛଡା ସେହି ଲାଲ କପଡାକୁ ଯଦି ଆପଣ ନିଜ ଘରର ଧନ ରହୁଥିବା ସ୍ଥାନ ଯେପରି ଆଲମୀରାରେ ଟାଙ୍ଗି ଦେବେ ତେବେ ଆପଣଙ୍କର ଧନ ଦୁଇଗୁଣ ହୋଇଯିବ।
ଏହା ପରେ ଯଦି ଆପଣ ଏକ କାଚ ବୋତଲ ନେଇ ସେଥିରେ କିଛି ଲୁଣ ପୁରାଇ ତାକୁ ବାଥରୁମରେ ରଖିବେ ଏହା ଦ୍ୱାରା ଆପଣଙ୍କ ଘରର ସମସ୍ତ ବାସ୍ତୁଦୋଷ ଦୂର ହେବା ସହ ଘରେ ସୁଖ ଅଧିକ ବଢିଥାଏ।ଏହା ଛଡା ଯଦି ଏକ କାଚ ବୋତଳରେ କିଛି ଲୁଣ ନେଇ ତାହାକୁ ଘରର କୌଣସି କୋଣ ରେ ରଖିବା ଏହା ଦ୍ୱାରା ଘରର ମୁଖ୍ୟ ଲୋକଙ୍କ ସମସ୍ତ ଅଶୁବିଧା ଦୂର ହୋଇଥାଏ।
ଯଦି ଆପଣ ଘରେ ବ୍ୟବହାର କରୁଥିବା ଲୁଣକୁ ଆପଣ କୌଣସି ଲୁହା ବା ଷ୍ଟିଲ ଜିନିଷରେ ରଖୁଛନ୍ତି ଏହା ବହୁତ ଖରାପ ହୋଇଥାଏ।ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆ