Monday, 21 Sep, 7.52 am Sundara Swastya

Posts
ମହାଖୁଲାସା, ଜୁନ୍ 8 ରେ, ସୁଶାନ୍ତ 4 ଘଣ୍ଟା ପାଇଁ ଚେତାଶୂନ୍ୟ ହୋଇପଡିଥିଲେ, ରିୟାଙ୍କୁ ଭୟ କରି SSR କାନ୍ଦିବାକୁ ଲାଗିଲେ

ବେହୋସ ହେବା ପୂର୍ବରୁ ରିୟା ଚକ୍ରବର୍ତ୍ତୀ ର ସତ୍ୟ ଜାଣି ଯାଇଥିଲେ । 40 ରୁ ଅଧିକା ଫୋନ ମହାପାପୀ ରିୟା ଙ୍କୁ ସୁଶାନ୍ତ କରିଥିଲେ । କିନ୍ତୁ ରିୟା ସୁଶାନ୍ତ ଙ୍କ ଗୋଟିଏ ବି ଫୋନ କଲ୍ ର ଉତ୍ତର ଦେଇନଥିଲେ । ଏବଂ ତା ପରେ ଶେଷରେ ସୁଶାନ୍ତ ଙ୍କୁ ବ୍ଲକ କରିଦେଲା । ସୁଶାନ୍ତ ତାଙ୍କ ପାସ୍ ୱାର୍ଡ ପାଇଁ ଚିନ୍ତିତ ଥିଲେ ଏବଂ କାନ୍ଦିବାକୁ ଲାଗି ପଡ଼ିଥିଲେ। ଏବଂ ସୁଶାନ୍ତ ସେହି ସମୟରେ ମାନେ 8 ଜୁନ କୁ ହିଁ କହି ଦେଇଥିଲେ କି ସେ ଲୋକ ମତେ ଛାଡ଼ିବେ ନାହିଁ । ଏବଂ 14 ଜୁନ କୁ ସୁଶାନ୍ତ ଙ୍କ କଥା ସତ୍ୟ ବୋଲି ସାବ୍ୟସ୍ତ ମଧ୍ୟ ହେଇଗଲା।

କଣ ଅଟେ 14 ଜୁନ ର ନୂଆ ଖୁଲାସା କଣ ପାଇଁ ବେହୋସ ହୋଇଗଲେ ସୁଶାନ୍ତ । ଏବଂ ରିୟା ର କି ସତ ଜାଣି ସାରିଥିଲା ଏବଂ ଘରେ ସେହି ସମୟରେ କିଏ କିଏ ଥିଲେ ଆପଣଙ୍କୁ ସବୁ ଏଠାରେ କହି ରଖିବୁ ।

ସୁଶାନ୍ତ ଙ୍କ କେସ ରେ ପ୍ରତି ଦିନ ନୂଆ ନୂଆ ଖାେଲାସା ହେଉଛି ଯାହାକୁ ଶୁଣି ଆପଣ ମଧ୍ୟ ଡରିଯିବେ। ସୁଶାନ୍ତ ଙ୍କୁ ନେଇ 8 ଜୁନ ର ବହୁତ ସାରା ଖୁଲାସା ହୋଇଛି କିନ୍ତୁ ଏଥର ସବୁ କିଛି ସାମ୍ନାକୁ ଆସି ଯାଇଛି । ଆଜ୍ଞା ହଁ ସୁଶାନ୍ତ ଙ୍କ ଫ୍ଲାଟ୍ ରେ ରହୁଥିବା ସିଦ୍ଧାର୍ଥ ପିଥାନୀ ପୁଣି ଥରେ ମୁହଁ ଖୋଲିଛନ୍ତି । ଏବଂ ଏଥର ସିବିଆଇ ସାମ୍ନାରେ ସବୁ କିଛି କହି ଦେଇଛି । ସିବିଆଇ ଆଗରେ ସିଦ୍ଧାର୍ଥ 8 ଜୁନ କୁ ନେଇ ଯାହା ବୟାନ ଦେଇଛି ସେଥିରେ ସୁଶାନ୍ତ ଏବଂ ଦିଷା ଙ୍କ ମୃତୁର ସମ୍ପୂର୍ଣ କନେକ୍ସନ୍ ଥିବା ସ୍ପଷ୍ଟ ହୋଇ ଯାଇଛି।

ସିବିଆଇ ସୂତ୍ର ମୁତାବିକ ପିଥାନି କହିଛି କି 8 ଜୁନ କୁ ସୁଶାନ୍ତ ଙ୍କ ଘରେ ଝଗଡ଼ା ହୋଇଥିଲା ଏବଂ ତା ପରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ଙ୍କ ଘର ଛାଡ଼ି ଚାଲି ଯାଇଥିଲେ । ଏବଂ ଏଥିରେ ସୁଶାନ୍ତ ଙ୍କୁ କୌଣସି ଫରକ ମଧ୍ୟ ପଡି ନଥିଲା । ବରଂ ବହୁତ ଖୁସି ଥିଲେ , ସିଦ୍ଧାର୍ଥ ଏହା ମଧ୍ୟ କହିଲା କି 8 ଜୁନ କୁ ସୁଶାନ୍ତ ମଧ୍ୟାହ୍ନ ରେ ଭଲ ଭାବେ ଭୋଜନ ମଧ୍ୟ କରିଥିଲେ ଓ ବହୁତ ଖୁସି ଏବଂ ଫୁର୍ତି ଲାଗୁଥିଲେ । ପୀଠାନୀ କହିବା ମୁତାବକ 8 ଜୁନ ରାତିରେ ଦୀସା ସାଲିଆନ ମୃତୂର ଖବର ଆସିଲା ଓ ଯେମିତି ହିଁ ସୁଶାନ୍ତ ଙ୍କୁ ଦୀଶା ବିଷୟରେ ଜଣା ପଡିଲା ତା ପରେ ସୁଶାନ୍ତ ବ୍ୟସ୍ତ ହୋଇ ପଡିଲେ ।

ଏହା ପରେ ସୁଶାନ୍ତ ସିଧା ରିୟା ଚକ୍ରବର୍ତ୍ତୀ ଙ୍କୁ ଫୋନ୍ ଲଗେଇବା ଆରମ୍ଭ କରିଦେଲେ । ଆଜ୍ଞା ହଁ ମାମଲା ବୁଝନ୍ତୁ, ଦୀସା ସାଲିଆନ ର ଦେହାନ୍ତ ହେଲା କିନ୍ତୁ ସୁଶାନ୍ତ ବାରମ୍ବାର ରିୟା କୁ ଫୋନ କରୁଥିଲେ। କିନ୍ତୁ ରିୟା ସୁଶାନ୍ତ ଙ୍କ ଫୋନ ଉଠାଉ ନଥିଲେ। ସିଦ୍ଧାର୍ଥ କହିବାକୁ ମୁତାବିକ 40ରୁ ଅଧିକ ଥର ସୁଶାନ୍ତ ରିୟା କୁ ଫୋନ କରିଥିଲେ ହେଲେ ରିୟା କୌଣସି ଉତ୍ତର ଦେଇନଥିଲେ । ଏହା ପରେ ସୁଶାନ୍ତ ତାଙ୍କ ଲାପଟପ ହାର୍ଡ ଡ୍ରାଇଭ୍ ର ଖୋଜିବାକୁ ଲାଗିଲେ । ଏବଂ ତାକୁ ଚେକ୍ କରିବାକୁ ଲାଗି ପଡ଼ିଥିଲେ ଏବଂ ସିଦ୍ଧାର୍ଥ କହିଛି କି ସବୁ ପାସ ୱାର୍ଡ ରିୟା ଜାଣିଥିଲା ଏଥି ପାଇଁ ପୁଣି ରୀୟକୁ ସୁଶାନ୍ତ କଲ କଲେ କିନ୍ତୁ ଏହା ପରେ ମଧ୍ୟ ରିୟା ଫୋନ ଉଠେଇଲା ନାହିଁ ।

ଏହା ପରେ ସୁଶାନ୍ତ ବାର ବାର କହିବାକୁ ଲାଗିଲେ କି ” ମୋର 8 ପାସ ୱାର୍ଡ ରିୟା ପାଖରେ ଅଛି” ଏବଂ ସେ ଲୋକ ମତେ ମଧ୍ୟ ଛାଡ଼ିବେ ନାହିଁ, ମତେ ମାରି ଦେବେ । ଆଜ୍ଞା ହଁ ସୁଶାନ୍ତ ସିଂ ରାଜପୁତ ଙ୍କ ୮ ଟି ପାସ ୱାର୍ଡ ରିୟା ପାଖରେ ଥିଲା ଏବଂ ସୁଶାନ୍ତ ଏହାକୁ ନେଇ ଅଚାନକ ଚିନ୍ତିତ ହୋଇ ପଡ଼ିଥିଲେ । ଏବଂ ବାର ବାର କହିବାକୁ ଲାଗିଥିଲେ କି ସେ ଲୋକ ମତେ ଖତମ୍ କରିଦେବେ ।

ଏତିକି ନୁହଁ କିଛି ସମୟ ପରେ ସୁଶାନ୍ତ ସିଂ ରାଜପୁତ ବେହୋସ ହୋଇଗଲେ। ଏବଂ ସେହି ସମୟରେ ସୁଶାନ୍ତ ଙ୍କ ଭଉଣୀ ମିତୁ ମଧ୍ୟ ସେଠାରେ ଥିଲେ ସିଦ୍ଧାର୍ଥ ଙ୍କ କହିବା ମୁତାବକ ମୀତୁ କହିଲେ ସୁଶାନ୍ତ ଙ୍କୁ ରେଷ୍ଟ କରିବାକୁ ଦିଅ । ଏବଂ ତା ପରେ ସୁଶାନ୍ତ ପାଖା ପାଖି ୪ ଘଣ୍ଟା ପରେ ହୋସ କୁ ଆସିଥିଲେ । ହୋସ କୁ ଆସିଲା ପରେ ସେ ପାସ୍ ୱାର୍ଡ କୁ ନେଇ ବିଚଳିତ ହୋଇବା ସହିତ ବାରମ୍ବାର କହୁଥିଲେ ସେମାନେ ମତେ ବି ଛାଡ଼ିବେ ନାହିଁ। ଏହା ପରେ ଗୋଟେ ଦିନ ପରେ ପାସ୍ ୱାର୍ଡ ଚେଞ୍ଜ କରିଦିଆଯିବ ରିୟା କିଛି କରି ପାରିବ ନାହିଁ କହିବାରୁ ସେ ଆଶ୍ୱସ୍ତି ହେଲେ ।

ଏଥିରୁ ପୁରା ମାମଲା ଥିବାରୁ ବୁଝନ୍ତୁ ଦିଶା ଏବଂ ସୁଶାନ୍ତ ଙ୍କ ମାମଲା ଉଭୟ ଜଡ଼ିତ ଅଛି ସେଥିପାଇଁ ତ ସୁଶାନ୍ତ ଡରି ଯାଇଥିଲେ । ସିଦ୍ଧାର୍ଥ କଥାକୁ ମଧ୍ୟ ବିଶ୍ୱାସ କରାଯାଇ ପାରେ କାରଣ ସେ ନିଜେ ଫସିବା ଡରରେ ସତ କଥା ଉଗାଲିବାକୁ ଲାଗିଛି। ଏବଂ ରିୟା ବିଷୟରେ ମଧ୍ୟ ବହୁତ କିଛି କହିବାରେ ଲାଗିଛି।

ଦିଶା ଫ୍ରେଣ୍ଡ ଷ୍ଟେଫ୍ ପିଣ୍ଟୁ କୁ କିପରି ହତ୍ୟା କରାଗଲା?

୧୪ ଜୁନ କୁ ସୁଶାନ୍ତ ସିଂ ରାଜପୁତ ଙ୍କୁ ହତ୍ୟା କରାଯାଇଥିଲା ଏବଂ ୮ ଜୁନ କୁ ଦିଶା ସାଲିଅନ କୁ । ହଉନା ହଉ ଏହି ୨ଟି ମାମଲା ଯୋଡ଼ି ହୋଇ ରହିଛି । ଏବେ ତ ସିବିଆଇ ମଧ୍ୟ ଦିଶା ସାଲିଅନ କେସ ହିସାବରେ ଯାଞ୍ଚ କରିବା ଆରମ୍ଭ କରିଦେଇଛି । ଯେମିତି ହିଁ ଦିଶା ସାଳିଆନ ଡାୟେରି ବାହାର କଲେ ଦିଶା ସାଳିଆନ ର ସାଙ୍ଗ ଷ୍ଟିଫ ପିଣ୍ଟୁ ର ମୃତୁ ର ଖବର ସାମ୍ନାକୁ ଆସିଗଲା ।

ଆଜ୍ଞା ହଁ ସେ ଲୋକ ମାନେ ଦିଶା ସାଳିଆନ ର ସତ ବାହାରକୁ ନ ଆସୁ ଏଥି ପାଇଁ ଏବଂ ସୁଶାନ୍ତ ଙ୍କ କଥା କାହାକୁ ଜଣା ନ ପଡୁ ଏଥି ପାଇଁ ଷ୍ଟିଫ ପିଣ୍ଟୁ କୁ ହିଁ ମାରିଦେଲେ । କିନ୍ତୁ ଆଶ୍ଚର୍ଯ୍ୟ ର କଥା ଏହା କି ଏଥର ସେ ରାକ୍ଷସ ମାନେ ବହୁତ ବିଚକ୍ଷଣ ବୁଦ୍ଧି ଖଟେଇଲେ ଏବଂ ଷ୍ଟିଫ୍ କୁ ମାରିବା ପାଇଁ ରୋଡ ଦ୍ରୁଘଟଣା ର ବାଟ ଆପଣାଇଲେ । ଏବଂ ଏହାକୁ ଦୁର୍ଘଟଣା ର ରୂପ ଦେବାକୁ ମଧ୍ୟ ଚେଷ୍ଟା କଲେ କିନ୍ତୁ ପିଣ୍ଟୁ ମରିବା ପୂର୍ବରୁ ୪ ଜଣ ଲୋକଙ୍କ ନାମ କହିକି ଯାଇଛନ୍ତି ଏବଂ ଦିଶା ସାଳିଆନ ସହିତ କିଛି ଖରାପ ଘଟଣା ହୋଇଥିବାର ଦାବି ମଧ୍ୟ କରିଛନ୍ତି ।

ଦିଶା ସାଳିଆନ ର ସତ ଜାଣିଥିବା ସୁଶାନ୍ତ କୁ ମାରିବା ପରେ ପିଣ୍ଟୁ କୁ ମଧ୍ୟ ଛାଡ଼ିଲେ ନାହିଁ । କିଏ ଏହି ୪ ଜଣ ଲୋକ ? ପ୍ରଥମେ ସେ ସଲମାନ ଖାନ ର ନା ନେଲେ । ଆଜ୍ଞା ହଁ ସେଇ ସଲମାନ ଯିଏ ସୁଶାନ୍ତ କେସ ରେ ପ୍ରଥମରେ ନା ଆସୁଛି । ଏବଂ ଏହା ପରେ ଦ୍ଵିତୀୟ ନାମ ସୁରଜ ପଞ୍ଚୋଳି ର ନେଇଛନ୍ତି । ସେଇ ସୁରଜ ଯିଏ ଦିଶା ସାଳିଆନ କେସ ରେ ସବୁଠାରୁ ବଡ଼ ଆରୋପି । ଏବଂ ତୃତୀୟ ନାମ ହେଲା ମହେଶ ଭଟ୍ଟ, ଏବଂ ଶେଷରେ କରନ୍ ନାର୍ବେକର୍, ଯିଏ କି ପିକେ, ଥ୍ରି ଇଡିଅଟ୍ ଫିଲ୍ମ ରେ ଆସିଷ୍ଟାଣ୍ଟ ନିର୍ଦେଶକ ରହି ସାରିଛନ୍ତି ।

ଏବଂ କୁହା ଯାଉଛି କି କରନ ମଧ୍ୟ ସଲମାନ ଖାନ ଗ୍ୟାଙ୍ଗ ର ବହୁତ ପାଖ ଲୋକ ଅଟନ୍ତି। ଏହି ୪ ଜଣଙ୍କ ନା ଆସିଲା ପରେ ସୁଶାନ୍ତ ଙ୍କ କେସ ପୁରା ବଦଳି ଗଲାଣି କାରଣ ହୋଇପାରେ ପିଣ୍ଟୁ ଦିଶା ସାଳିଆନ ସହିତ ସୁଶାନ୍ତ କେସ ବିଷୟରେ ବହୁତ କିଛି ଜାଣିଛି। ସିବିଆଇ ଦିଶା ସାଳିଆନ କେସ ର ଯାଞ୍ଚ ଆରମ୍ଭ କରି ଦେଉଛି ତେଣୁ ଷ୍ଟିଫ ପିଣ୍ଟୁ କଣ କହିବା ଆଗରୁ ତାକୁ ବାଟରୁ ହଟେଇ ଦିଆ ଗଲା ।

ବନ୍ଧୁଗଣ ଯଦି ଆପଣ ମାନେ ସୁଶାନ୍ତ ସିଂ ରାଜପୁତ ଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ଲେଖି ଦିଅନ୍ତୁ “#justice for Sushant” ଏବଂ ଲାଇକ ସେୟାର କରିବାକୁ ଭୁଲିବେ ନାହିଁ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Sundara Swastya
Top