Tuesday, 04 Aug, 4.51 pm Sundara Swastya

Posts
ମହିଳାମାନଙ୍କର ଦେଖନ୍ତୁ ନାହିଁ, ଏହି ଗୁପ୍ତ ଜିନିଷ ନହେଲେ ଶୀଘ୍ର ମୂର୍ତ୍ୟୁ ହେବ

ଚାଣକ୍ୟଙ୍କ ନୀତି ଅନୁସାରେ ମହିଳାଙ୍କୁ ଏହି ଜିନିଷ କେବେବି ଦେଖିବା ଉଚିତ ନୁହେଁ | ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ କି ମହିଳା ମାନେ କେଉଁ ଜିନିଷ ଦେଖିବା ଦ୍ଵାରା ନିଜର ଜୀବନ ବର୍ବାଦ ହୋଇଯାଇଥାଏ | ପ୍ରଥମତଃ ଯେଉଁ ପୋରୁଷ କୌଣସି ମାକୁ ସ୍ତନ୍ୟପାନ କରୁଉଥିବାର ଦେଖିଦିଏ ଏବଂ ମନରେ ଖରାବ ଭାବନା ଆଣିଥାଏ ଏହି ଲୋକମାନଙ୍କୁ ମହାପାପୀ ବୋଲି ବିବେଚନା କରାଯାଇଥାଏ | ଚାଣକ୍ୟ ଙ୍କ ନୀତି ଅନୁଯାଇ ଯେଉଁ ପୁରୁଷ ମହିଳାମାନଙ୍କ ପ୍ରତି ଖରବ ଚିନ୍ତାଧାରା ରଖିଥାଏ ସେହି ପୁରୁଷ ଜୀବନରେ କେବେବି ଆଗକୁ ବଢିପାରେ ନାହିଁ | ଶାସ୍ତ୍ର ଅନୁଯାଇ ଏହିଭଳିଲୋକମାନଙ୍କୁ କଠୋର ଦଣ୍ଡ ମିଳିବା ଉଚିତ |

ଦ୍ୱିତୀୟଟି ହେଲା ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ଲୁଚିକରି କୌଣସି ମହିଳାଙ୍କୁ ଗାଧୋଇବା ସମୟରେ ଦେଖୁଥାଏ ତେବେ ଏଭଳି ପୁରୁଷ ପାପର ଭାଗୀଧାରୀ ହୋଇଥାଏ | ଚାଣକ୍ୟଙ୍କ ନୀତି ଅନୁସାରେ ଲୁଚି କରି କେଉଁ ମହିଳାଙ୍କୁ ଗାଧୋଇବାର ଦେଖିବା ସବୁଠାରୁ ବଡ଼ ପାପ ବୋଲି ବିବେଚନା କରାଯିଥାଏ ତେଣୁ ଆପଣ ଏଭଳି କାର୍ଯ୍ୟ କେବେବି କରନ୍ତୁ ନାହିଁ | .

ତୃତୀୟରେ ଚାଣକ୍ୟଙ୍କ ନୀତି ଅନୁଯାଇ କୌଣସି ପୁରୁଷ ମହିଳାମାନଙ୍କର ସ୍ତନକୁ ଦେଖିବା ଉଚିତ ନୁହେଁ କାରଣ ଏହା ଏକ ବଡ ପାପ ହୋଇଥାଏ | ଏହି ପରି ପାପୀ ମଣିଷ କେବେବି ଦ୍ୱିତୀୟ ଥର ମଣିଷ ଜନ୍ମ ପାଇନଥାଏ ଏହା ଶାସ୍ତ୍ର ରେ ଲେଖାଯାଇଛି | .

ଆମ ଦେଶରେ ମହିଳାମାନଙ୍କୁ ଦେବୀ ସହିତ ତୁଳନା କରାଯାଇଥାଏ | ତେଣୁ ଆମ୍ଭମାନଙ୍କୁ ମହିଳା ମାନଙ୍କୁ ଦେବୀ ଭଳି ପୂଜା କରିବା ଉଚିତ | ଯେଉଁ ଘରେ ମହିଳାମାନଙ୍କୁ ସମ୍ମାନ ଦିଆଯାଇଥାଏ ସେହି ଘର ଉପରେ ମାତା ଲାକ୍ଷ୍ମୀଙ୍କର କୃପା ସର୍ବଦା ରହିଥାଏ | ସେହିପରି ଯେଉଁ ଘରେ ମହିଳାମାନଙ୍କୁ ଅସମ୍ମାନ ଅତ୍ୟାଚାର କରଯାଇଥାଏ ସେହି ଘର ଉପରେ ମାତା ଲକ୍ଷ୍ମୀ ସର୍ବଦା ଅସନ୍ତୁଷ୍ଟ ରହିଥାନ୍ତି | .

ଏହି ସବୁ କାରଣ ପାଇଁ ଆଜି ଆମେ ଆପଣଙ୍କୁ କହିବୁକି ମହିଳାମାନଙ୍କୁ ସମ୍ମାନ କରିବା ସହିତ ମହିଳା ମାନଙ୍କୁ ଲୋଲୋପ ଦୃଷ୍ଟି ରେ ଦେଖିବା ଉଚିତ ନୁହେଁ ଏହି କଥା ଶାସ୍ତ୍ର ରେ ମଧ୍ୟ ଉଲ୍ଲେଖ କରାଯାଇଛି | ମହିଳାଙ୍କର ଏମିତି ଏକ ଅଙ୍ଗ ଅଛି ଯାହା ବହୁତ ପବିତ୍ର ଅଟେ ତେଣୁ ପୁରୁଷମାନେ ସେହି ଅଙ୍ଗ କୁ ଛୁଇଁବ ଉଚିତ ନୁହେଁ , ତାହା କୁ ଛୁଇଁଲେ ମହାପାପ ର ଭାଗୀଦାର ହେବାକୁ ପଡିଥାଏ | .

ହିନ୍ଦୁ ଶାସ୍ତ୍ର ଅନୁସାରେ ଏହା ଗ୍ରହଣ କରାଯାଏ କି ଦେବୀ ପାର୍ବତୀଙ୍କର ସମସ୍ତ ଶକ୍ତି ମହିଳାମାନଙ୍କର ନାଭିରେ ରହିଥାଏ ଏବଂ ମହିଳାଙ୍କୁ ଦେବୀତୁଲ୍ୟ ମନେକରଯାଇଥାଏ | ଏଥିପାଇଁ ମହିଳାମାନଙ୍କର ନାଭିକୁ ଚୁହିଁବା ଉଚିତ୍ବ ନୁହେଁ ଏହାକୁ ଛୁହିଁବା ଦ୍ୱାରା ପୁରୁଷ ମହାପାପୀର ଭାଗିଦାରୀ ହୋଇଥାଏ ଏବଂ ତାଙ୍କ ଜୀବନ ନର୍କ ପାଲଟିଯାଇଥାଏ | .

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: Sundara Swastya
Top