Friday, 23 Oct, 5.34 pm ARGUS

ହୋମ
ରୋଷେଇ ଘର ଟିପ୍ସ

ଆବଶ୍ୟକ ସାମଗ୍ରୀ -

ପେଟି ମାଛ, କର୍ଣ୍ଣଫ୍ଲୋର, ରସୁଣ ଛେଚା, ଚିନି, ଲୁଣ, ଶୁଖିଲା ଲଙ୍କାଗୁଣ୍ଡ, ଭିନେଗାର, ତେଲ, ସିଝା ଆଳୁ,ସୁଜି,ଧନିଆ ପତ୍ର ,କଂଚାଲଙ୍କା ।

ପ୍ରସ୍ତୁତି ପ୍ରଣାଳୀ -

ପ୍ରଥମେ ଏକ ପାତ୍ରରେ ଶୁଖିଲା ଲଙ୍କାଗୁଣ୍ଡ,ଚିନି,ରସୁଣ,ଧନିଆପତ୍ର , କଟା କଂଚାଲଙ୍କା ଓ ଭିନେଗାର ନେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ମାଛକୁ ଭଲଭାବେ ଧୋଇ ସିଝାଇ ରଖନ୍ତୁ । ସିଝିଯିବା ପରେ ଆଉ ଏକ ପ୍ଲେଟିକୁ କାଢି କଂଟା କାଢି ସେଥିରେ କର୍ଣ୍ଣଫ୍ଲୋର,ସିଝାଆଳୁ ଓ ଲୁଣ ମିଶାଇ ଭଲସେ ଚକଟନ୍ତୁ । ଚକଟିବା ପରେ ତାକୁ ଛୋଟଛୋଟ ଗୋଲ ଗୋଲ କରି ପୂର୍ବରୁ ପ୍ରସ୍ତୁତ ହୋଇଥିବା ପେଷ୍ଟରେ ବୁଡାଇ ରଖନ୍ତୁ । ସେଥିରୁ ବାହାର କରି କିଛି ସୁଖିଲା ସୁଜି ଉପରେ ବୁଡାଇ ତେଲରେ ଛାଣନ୍ତୁ । ପ୍ରସ୍ତୁତ ହୋଇଗଲା ମାଛ ବଲ୍ । ଏହାକୁ ଗରମ ଗରମ ଅଳ୍ପ ଲେମ୍ବୁ ଚିପୁଡି ବା କୌଣସି ସସ୍ ଲଗାଇ ଖାଇପାରିବେ ।

ଆବଶ୍ୟକ ସାମଗ୍ରୀ -

ପ୍ରସ୍ତୁତି ପ୍ରଣାଳୀ -

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: The Argus
Top