Saturday, 31 Oct, 10.43 am ରିପୋର୍ଟ କାର୍ଡ

ଦେଶ
ଆଜି ଦେଶରେ ୪୮ ହଜାର ୨୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୫୫୧ ମୃତ..

Spread the love

ତା:୩୧/୧୦/୨୦୨୦
ରିପୋର୍ଟକାର୍ଡ/ଭୁବନେଶ୍ୱର

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । ଆଜି ଦେଶରେ ୪୮ ହଜାର ୨୬୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ। ଏହାକୁ ମିଶାଇ ମୋଟା ସଂକ୍ରାମିତଙ୍କ ସଂଖ୍ୟା ୮୧ ଲକ୍ଷ ୩୭ ହଜାର ୧୧୯ ରେ ପହଞ୍ଚି ଥିବା ଜଣାପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ୭୪ ଲକ୍ଷ ୩୨ ହଜାର ୮୨୯ ଜଣ । ଦେଶରେ ସୁସ୍ଥ ହାର ରହିଛି ୯୧.୩୪%। ସେହିପରି ଦେଶରେ ଗତ ୨୪ ଘଣ୍ଟାରେ କରୋନା ନେଇଛି ଆଉ ୫୫୧ ଜୀବନ । ଏଯାଏ ମହାମାରୀରେ ୧ ଲକ୍ଷ ୨୧ ହଜାର ୬୪୧ ଆକ୍ରାନ୍ତ ମୃତ୍ୟୁବରଣ କରିଥିବା ଜଣାପଡିଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: The Report Card Odia
Top