ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ୧୯ କିଲୋଗ୍ରାମର ୧ ମଇ ଠାରୁ ମୂଲ୍ୟ ୯୯୩ ବୃଦ୍ଧି ପାଇଛି। ଏହି ସମୟରେ ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।