Dailyhunt
ପ୍ରକାଶ ପାଇଲା ICSE, ISE ରେଜଲ୍ଟ...

ପ୍ରକାଶ ପାଇଲା ICSE, ISE ରେଜଲ୍ଟ...

ରିପୋର୍ଟ କାର୍ଡ / ଭୁବନେଶ୍ୱର

ପ୍ରକାଶ ପାଇଲା ଆଇସିଏସଇ ଓ ଆଇଏସସି ପରୀକ୍ଷା ଫଳ। ଗୁରୁବାର ଆଇସିଏସସି ଦଶମ ଓ ଆଇଏସସି ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି। cisce.org ଓ results.cise.orgରେ ରେଜଲ୍ଟ ଉପଲବ୍ଧ ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Report Card Odia