Dailyhunt
ରିଲ୍ସ ନିଶା ହେଲା କାଳ, ବ୍ରିଜ୍ରରୁ ସାଳନ୍ଦୀ ନଦୀକୁ ଡେଇଁ ଯୁବକ ନିଖୋଜ

ରିଲ୍ସ ନିଶା ହେଲା କାଳ, ବ୍ରିଜ୍ରରୁ ସାଳନ୍ଦୀ ନଦୀକୁ ଡେଇଁ ଯୁବକ ନିଖୋଜ

ସକାଳ 2 weeks ago

ଦ୍ରକ: ରିଲ୍ସ କରିବା ପଡ଼ିଅଁଳା ମହଙ୍ଗା । ବ୍ରିଜ୍ରରୁ ସାଳନ୍ଦୀ ନଦୀକୁ ଡେଇଁ ରିଲ୍ସ କରୁଥିବାବେଳେ ଭାସିଗଲେ ଦୁଇ ଯୁବକ । ଜଣେ ଯୁବକ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଜଣେ ଯୁବକ ଏବେ ବି ନିଖୋଜ ଅଛି । ଭଦ୍ରକ ପୁରୁଣା ବଜାର ଥାନା ନିକଟ ସାଳନ୍ଦୀ ନଦୀ ସନ୍ତିଆ ବ୍ରିଜ ଉପରେ ଅଘଟଣ । ନିଖୋଜ ଯୁବକଙ୍କୁ ଉଦ୍ଧାର ପାଇଁ ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Sakala