Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଆମେରିକାରୁ ଫେରିଲା ୬୫୭ ପ୍ରାଚୀନ କଳାକୃତି

ସମାଜ 0 months ago

ନୂଆଦିଲ୍ଲୀ : ଆମେରିକା ସରକାର ଇତିମଧ୍ୟରେ ୬୫୭ଟି ପ୍ରାଚୀନ କଳାକୃତି ଭାରତକୁ ଫେରାଇଛନ୍ତି। ଆନ୍ତର୍ଜାତିକ ମାର୍କେଟରେ ଏହି କଳାକୃତିଗୁଡିକର ମୂଲ୍ୟ ୧୪ ନିୟୁତ ଡଲାର ହେବ ବୋଲି ଆକଳନ କରାଯାଇଛି। ନ୍ୟୁୟର୍କସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସର ଅଧିକାରୀଙ୍କୁ ଏହି କଳାକୃତିଗୁଡିକ ହସ୍ତାନ୍ତର କରାଯାଇଛି। ଫେରସ୍ତ କରାଯାଇଥିବା କଳାକୃତି ମଧ୍ୟରେ ଗଣେଶ, ବୁଦ୍ଧଙ୍କ ବ୍ରୋଞ୍ଜ ପ୍ରତିମା ସାମିଲ ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia