Dailyhunt

ଗାଡିରେ ଲୋଗୋ ଲଗାଇଛନ୍ତି ହୋଇଯାଆନ୍ତୁ ସାବଧାନ ନହେଲେ ଜଗିଛି ରାଜ୍ୟ ପରିବହନ ବିଭାଗ

ସମାଜ 1 week ago

ଭୁବନେଶ୍ଵର: ଗାଡିରେ ଲୋଗୋ ଲଗାଇଛନ୍ତି ହୋଇଯାଆନ୍ତୁ ସାବଧାନ। ନିଜ ଗାଡିରେ ନମ୍ବର ପ୍ଲେଟରେ ପୁଲିସ କିମ୍ବା ଓଡିଶା ମାନବ ଅଧିକାର ଆୟୋଗ ଲୋଗୋ ଲଗାଇଲେ ହେବ ଜବତ। ଏନେଇ ରାଜ୍ୟରେ ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଙ୍କୁ ରାଜ୍ୟ ପରିବହନ କମିଶନରଙ୍କ ନିର୍ଦେଶ। ଆସନ୍ତା ୧୦ ଯାଏଁ ସାରା ରାଜ୍ୟରେ ଚାଲିବ ସ୍ଵତନ୍ତ୍ର ଯାଞ୍ଚ ଅଭିଯାନ।

ନମ୍ବର ପ୍ଲେଟରେ କେବଳ ରେଜିଷ୍ଟ୍ରେସନ ନମ୍ବର ବ୍ୟତୀତ ଅନ୍ୟ ଲୋଗୋ ମନା। କିଛି ଏଭଳି ବ୍ୟକ୍ତି ଏଭଳି ଲୋଗୋ ଲଗାଇ ଲୋକଙ୍କୁ ଭୟଭୀତ କରୁଥିବା ନେଇ ଅଭିଯୋଗ ହୋଇଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia