Dailyhunt

ଜୀବନ ହାରିଲେ ବିବାହିତା ମହିଳା !

ସମାଜ 1 week ago

ଟକ : ବିବାହିତା ମହିଳାଙ୍କ ଆତ୍ମହତ୍ୟା। କଟକ ଜିଲ୍ଲା ଚାଉଳିଆଗଞ୍ଜ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଖୋର୍ଦ୍ଧା ଅଞ୍ଚଳର ଅଜୟ ଦାସଙ୍କ ଝିଅ ଆଲିଶାରାଣୀ ବେହେରା(୩୫) ବୋଲି ଜଣାପଡିଛି l ତାଙ୍କର ଏକ ୧୦ ବର୍ଷର ଝିଅ ଅଛି । ୨୦୧୫ ମସିହାରେ ସେ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ତଳଘର ସାହିର ରବୀନ୍ଦ୍ର ନାରାୟଣ ସାହୁଙ୍କ ଝିଅ କଳିଙ୍ଗ କିଶୋର ସାହୁଙ୍କୁ ବିବାହ କରିଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia