Dailyhunt

କାହାର କେଉଁଠି ରାଜ୍?

ସମାଜ 1 week ago

ନୂଆଦିଲ୍ଲୀ : ଆସାମରେ ୧୨୬/୧୨୬ ଆସନ ମଧ୍ୟରେ ବିଜେପି ୯୮, କଂଗ୍ରେସ ୨୬ ଓ ଅନ୍ୟାନ୍ୟ ୦୨ ଆସନ ହାତେଇଛନ୍ତି।

ତାମିଲନାଡୁରେ ୨୩୪/୨୩୪ ଆସନ ମଧ୍ୟରେ ଡିଏମକେ ୬୧, ଏଆଇଏଡିଏମକେ ୬୩, ଟିଭିକେ ୧୧୦। ତାମିଲନାଡୁରେ ଟିଭିକେ ମ୍ୟାଜିକ୍ ଦେଖାଯାଇଥିବା ବେଳେ ଡିଏମକେ ବିଦା ହୋଇଛି। ମୁଖ୍ୟମନ୍ତ୍ରୀ ପଦରୁ ବିଦା ହେବେ ଷ୍ଟାଲିନ୍।

ପଶ୍ଚିମବଙ୍ଗରେ ୨୯୩/୨୯୩

ବିଜେପି ୧୯୨ ଟିଏମସି ୯୬, ଅନ୍ୟାନ୍ୟ ୦୫

କେରଳରେ ୧୪୦/୧୪୦ ଏଲଡିଏଫ ୩୬, ୟୁଡିଏଫ ୯୯, ବିଜେପି ୦୨।

ଆସାମରେ ୧୨୬/୧୨୬ ବିଜେପି ୯୮, କଂଗ୍ରେସ ୨୬, ଅନ୍ୟାନ୍ୟ ୦୨।

ପୁଡୁଚେରୀରେ ୨୯/୩୦
ଏନଆରସି ୧୫, କଂଗ୍ରେସ ୧୧, ଅନ୍ୟାନ୍ୟ ୦୩।

ଆସାମରେ ପୁଣି ବିଜେପି ସରକାର। ବହୁ ପଛରେ ପଡ଼ିଛି ପ୍ରତିଦ୍ୱନ୍ଦୀ କଂଗ୍ରେସ। ହିମନ୍ତ ବିଶ୍ୱଶର୍ମା ଜାଲୁକବାରି ବିଜେପି ଆଗୁଆ।

ରୁପା ଗାଙ୍ଗୁଲି (ବିଜେପି)ରୁ ଆଗୁଆ
ଭବାନୀପୁରରେ ଶୁଭେନ୍ଦୁ ଅଧିକାରୀ (ବିଜେପି) ପଛୁଆ।
ଭବାନୀପୁରରୁ (ଟିଏମସି)ର ମମତା ବାନାର୍ଜୀ ଆଗୁଆ। ଖଡଗପୁର ସଦର ଦିଲ୍ଲୀପ ଘୋଷ ବିଜେପିରୁ ଆଗୁଆ।
ମୋୟନା ଅଶୋକ ଡିଣ୍ଡା (ବିଜେପି)ରୁ ପଛୁଆ।
ପେରାମ୍ବୁରରୁ (ଟିଭିକେ)ର ଥାଲପତି ବିଜୟ ଆଗୁଆ।
ଚେପକ ତିରୁଭାଲିକେନି ଉଦୟନିଧି ଷ୍ଟାଲିନ (ଡିଏମକେ)ରୁ ଆଗୁଆ ରହିଛନ୍ତି।
କୋଲାଥୁରରୁ ଏମକେ ଷ୍ଟାଲିନ୍ (ଡିଏମକେ) ପଛୁଆ ଅଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia