Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

କାର୍ ଶୋ' ରୁମରେ ନିଆଁ ; ହୁତୁହୁତୁ ଜଳିଲା ଦାମୀ ଗାଡି

ସମାଜ 1 week ago

ବ୍ରହ୍ମପୁର : ଜଳିଗଲା କାର୍ ଶୋ' ରୁମ୍। ନିଆଁରେ ହୁତୁହୁତୁ ହୋଇ ଜଳିଲା ଦାମୀ କାର୍।ଏଭଳି ଘଟଣା ଶନିବାର ବ୍ରହ୍ମପୁର ହଳଦିଆପଦର କାର୍ ଶୋ' ରୁମ୍ରେ ଘଟିଛି। ବସ୍ ଟର୍ମିନାଲ୍ ନିକଟ ଶୋ' ରୁମରେ ଲାଗିଛି ନିଆଁ। ନିଆଁ ଲିଭା କାର୍ଯ୍ୟରେ ୫ରୁ ଅଧିକ ଅଗ୍ନିଶମ ଗାଡି ନିୟୋଜିତ ହୋଇଛି। ନିଆଁକୁ ଆୟତ୍ତ କରିବା କାର୍ଯ୍ୟରେ ରୋବଟ୍ ମଧ୍ୟ ନିୟୋଜିତ ହୋଇଥିଲା।

ଏଥିରେ ଅନେକ ଦାମୀ କାର୍ ଜଳି ଯାଇ କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia