Dailyhunt

ମାଲକାନଗିରି ଆଇସିଏସଇ ଟପର୍ ହେଲେ ଶ୍ରେୟାଶୀ ପଟ୍ଟନାୟକ

ସମାଜ 1 week ago

ମାଲକାନଗିରି : ମାଲକାନଗିରି ଆଇସିଏସଇ ଟପର୍ ହେଲେ ଶ୍ରେୟାଶୀ ପଟ୍ଟନାୟକ। ମାଲକାନଗିରି ଦିପ୍ତି କନଭେଣ୍ଟ ସ୍କୁଲ ଛାତ୍ରୀ ୯୪ ପ୍ରତିଶତ ମାର୍କ ରଖି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ତାଙ୍କ ବାପା ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟରେ କାର୍ଯ୍ୟରତ ହେମନ୍ତ ପଟ୍ଟନାୟକ ଓ ମାଆ ସୁନିତାରାଣି ପଟ୍ଟନାୟକ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia