Dailyhunt

ନିର୍ବାଚନ ବିଜୟ ପାଇଁ ମୋଦୀଙ୍କୁ ଟ୍ରମ୍ପଙ୍କ ଅଭିନନ୍ଦନ

ସମାଜ 1 week ago

ୱାଶିଂଟନ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପାଇଁ ଦଳର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିନନ୍ଦନ ଜଣାଇଛନ୍ତି। ହ୍ବାଇଟ୍ ହାଉସ୍ ମୁଖପାତ୍ର କୁଶ ​‌େ​‌ଦଶାଇଙ୍କ ପକ୍ଷରୁ ଜାରି ବାର୍ତ୍ତାରେ ବିଜେପିର ଏହି ବିଜୟକୁ ଐତିହାସିକ ଓ ନିର୍ଣ୍ଣାୟକ ବୋଲି କୁହାଯାଇଛି।

ଆଉ ମଧ୍ୟ ମୋଦୀଙ୍କ ଭଳି ନେତାଙ୍କୁ ପାଇଁ ଭାରତ ବହୁତ ଭାଗ୍ୟବାନ। ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ୨୦୭ଟି ଆସନରେ ବିଜୟୀ ହୋଇ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia