Saturday, 28 Mar, 5.52 pm ସମାଜ

ହୋମ
ପୁରୀରେ ବାଡି ନୃସିଂହ ବିଜେ

“ହିରଣ୍ୟକଶିପୁଂ ହତ୍ବା ଦେବଦେବଂ ଜଗଦ୍ ଗୁରୁଂ।
ସୁଖାସୀନଂ ତଦୁତ୍ ସଙ୍ଗେ ଶାନ୍ତକୋପଂ ରମାପତିମ୍।।”

ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ଶନିବାର ବାଡି ନୃସିଂହ ବିଜେ କରାଯାଉଛି। ବର୍ତ୍ତମାନ କରୋନା ମହାମାରୀ କବଳରୁ ବିଶ୍ବକୁ ରକ୍ଷା ପାଇଁ ମହାପ୍ରଭୁ ନୃସିଂହଙ୍କର ଏହି ବିଜେ ଅନୁଷ୍ଠିତ ହେଉଛି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: The Samaja Odia
Top