Dailyhunt

ରାଜଧାନୀରେ ପୁଣି ଏକ ଜୀବନ ନେଲା ଆମ-ବସ

ସମାଜ 1 week ago

ଭୁବନେଶ୍ୱର : ପୁଣି ରାଜଧାନୀରେ ଜୀବନ ନେଲା ଆମ ବସ। ୧୬ ନମ୍ବର ଜାତୀୟ ରାଜପଥରେ ଆମ ବସ ଚଢ଼ିଯିବାରୁ ବାଇକ ଚାଲାକ ମୃତ।

୧୬ ନମ୍ବର ଜାତୀୟ ରାଜପଥ ରସୁଲଗଡ଼-ସତସଙ୍ଗ ବିହାର ରାସ୍ତାରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଜଣେ ବାଇକ ଚାଳକଙ୍କୁ ପଛ ପଟୁ ଧକ୍କା ଦେଇ ପରେ ତାଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଆମ ବସ୍। ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।

ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia