Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ସମୁଦ୍ର ମଝିରେ ତ୍ରିରଙ୍ଗା ଉଡ଼ାଇ ଭାରତର ବିଶ୍ୱ ରେକର୍ଡ

ସମାଜ 3 weeks ago

ମାଜ ଲାଇଭ ଡେସ୍କ : ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ସମୁଦ୍ର ତଳେ ସର୍ବବୃହତ ଭାରତୀୟ ଜାତୀୟ ପତାକା ଉଡ଼ାଇ ଏକ ସ୍ୱତନ୍ତ୍ର ମାଇଲଖୁଣ୍ଟ ହାସଲ କରିଛି।

ଯାହା ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି। ଏହି ରେକର୍ଡ ରାଧାନଗର ବେଳାଭୂମିରେ ହାସଲ କରାଯାଇଛି। ଯେଉଁଠାରେ ନୌସେନା, ପୋଲିସ ଏବଂ ଅନ୍ୟାନ୍ୟ ସଂସ୍ଥାର କର୍ମଚାରୀଙ୍କୁ ନେଇ ଗଠିତ ୨୨୩ ଜଣ ବୁଡ଼ାଳିଙ୍କ ଏକ ଦଳ ଏହି ଅଭିଯାନ ପରିଚାଳନା କରିଥିଲେ।

ଏହି ସଫଳତାକୁ ସଠିକତା, ସାହସ ଏବଂ ଜାତୀୟ ଗର୍ବର ପ୍ରଦର୍ଶନ ଭାବରେ ଦେଖାଯାଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia