Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବଚସାରୁ ଛୁରାମାଡ଼ : ଯୁବକ ଆହତ

ବଚସାରୁ ଛୁରାମାଡ଼ : ଯୁବକ ଆହତ

The Samikhsya Odia 4 months ago

ଢେଙ୍କାନାଳ : ସାମାନ୍ୟ ବଚସାରୁ ଛୁରା ମାଡ଼ ହୋଇଥିବାର ଅଭିଯୋଗ ହୋଇଛି । ଏହି ଛୁରାମାଡ଼ରେ ଯୁବକ ଆହତ ହୋଇଛନ୍ତି । ଘଟଣାଟି ଭୁବନ ଏନଏସି ଅଞ୍ଚଳରେ ଘଟିଛି । ଆହତ ହୋଇଥିବା ଯୁବକ ହେଉଛନ୍ତି ୱାର୍ଡ ନମ୍ବର ୧ର କ୍ଷମାନିଧି ପୋଥାଳ । ଯୁବକଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଛି ।

ଢେଙ୍କାନାଳ : ସାମାନ୍ୟ ବଚସାରୁ ଛୁରା ମାଡ଼ ହୋଇଥିବାର ଅଭିଯୋଗ ହୋଇଛି ।

ଏହି ଛୁରାମାଡ଼ରେ ଯୁବକ ଆହତ ହୋଇଛନ୍ତି । ଘଟଣାଟି ଭୁବନ ଏନଏସି ଅଞ୍ଚଳରେ ଘଟିଛି । ଆହତ ହୋଇଥିବା ଯୁବକ ହେଉଛନ୍ତି ୱାର୍ଡ ନମ୍ବର ୧ର କ୍ଷମାନିଧି ପୋଥାଳ । ଯୁବକଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia