Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବାଲିଅନ୍ତା ଭିଡ ହିଂସା : NHRC କରିବ ତଦନ୍ତ

ବାଲିଅନ୍ତା ଭିଡ ହିଂସା : NHRC କରିବ ତଦନ୍ତ

ଭୁବନେଶ୍ଵର : ବାଲିଅନ୍ତା ଭିଡ ହିଂସା ମାମଲାର ଏନଏଚଆରସି ତଦନ୍ତ କରିବ । ଦୁଇ ଜଣ ସଦସ୍ୟ ପାଞ୍ଚ ଦିନିଆ ଭୁବନେଶ୍ଵର ଗସ୍ତରେ ଆସି ଏହି ମାମଲାର ତଦନ୍ତ କରିବେ । ଜୁନ ୧ ରୁ ଜୁନ ୫ ତାରିଖ ପର୍ଯ୍ୟନ୍ତ ଗ୍ରାଉଣ୍ଡ ଜିରୋରୁ ଏନଏଚଆରସି ତଦନ୍ତ କରିବ ।

ସୂଚନାଯୋଗ୍ୟ, ଭୁବନେଶ୍ୱର ନିକଟସ୍ଥ ବାଲିଅନ୍ତାରେ ଘଟିଥିବା ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ୍ ତଦନ୍ତ କରି ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ଭୁବନେଶ୍ୱର ନିକଟସ୍ଥ ବାଲିଅନ୍ତାରେ ଘଟିଥିବା ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଞ୍ଚ୍ ତଦନ୍ତ କରି ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କୁ ଗିରଫ କରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia