Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବନ୍ଧ ହୁଡ଼ାରୁ ବିଧବା ମହିଳାଙ୍କ ଶବ ଉଦ୍ଧାର

ବନ୍ଧ ହୁଡ଼ାରୁ ବିଧବା ମହିଳାଙ୍କ ଶବ ଉଦ୍ଧାର

The Samikhsya Odia 0 months ago

(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଅପରାଧୀ ମାନଙ୍କର କାର୍ଯ୍ୟକଳାପ ଦୃତ ଗତିରେ ବଢି ଚାଲିଛି, ଯାହାକି ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏନକାଉଣ୍ଟର ପଦକ୍ଷେପକୁ ମଧ୍ୟ ଅପରାଧୀ ମାନେ ଖାତିରି କରିନାହାନ୍ତି। ଯାହାର ପ୍ରମାଣ ଗତକାଲି ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ନିକଟସ୍ଥ ଚାନ୍ଦପୁର ନିକଟରେ ଶାନ୍ତି ଦାସ ନାମ୍ନୀ ଜଣେ ବିଧବା ମହିଳାଙ୍କୁ ଗାଁ ପୋଖରୀ ହୁଡ଼ାରେ ହତ୍ୟା କରି ଫୋପାଡି ଦେଇଥିବା ଅଭିଯୋଗ ହୋଇଛି।

ପ୍ରତ୍ୟହ କାଠ ସଂଗ୍ରହ ପାଇଁ ଯାଇ ଶାନ୍ତି ଘରକୁ ନଫେରିବାରୁ ପୁଅ ଓ ନାତି ଖୋଜି ଖୋଜି ବନ୍ଧ ହୁଡ଼ାରେ ତାଙ୍କ ଶବ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଅପରାଧୀ ମାନଙ୍କର କାର୍ଯ୍ୟକଳାପ ଦୃତ ଗତିରେ ବଢି ଚାଲିଛି, ଯାହାକି ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏନକାଉଣ୍ଟର ପଦକ୍ଷେପକୁ ମଧ୍ୟ ଅପରାଧୀ ମାନେ ଖାତିରି କରିନାହାନ୍ତି। ଯାହାର ପ୍ରମାଣ ଗତକାଲି ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ନିକଟସ୍ଥ ଚାନ୍ଦପୁର ନିକଟରେ ଶାନ୍ତି ଦାସ ନାମ୍ନୀ ଜଣେ ବିଧବା ମହିଳାଙ୍କୁ ଗାଁ ପୋଖରୀ ହୁଡ଼ାରେ ହତ୍ୟା କରି ଫୋପାଡି ଦେଇଥିବା ଅଭିଯୋଗ ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia