Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭାରତର ଇ-୨୦ ପେଟ୍ରୋଲକୁ ପ୍ରତ୍ୟାଖ୍ୟାନ କଲା ଇରାନ?: ଜାଣନ୍ତୁ ସରକାରଙ୍କ ବିବୃତ୍ତି

The Samikhsya Odia 4 months ago

ନୂଆଦିଲ୍ଲୀ: ଭାରତର ଇ-୨୦ ପେଟ୍ରୋଲ କିମ୍ବା ଇଥାନଲ ଯୁକ୍ତ ପେଟ୍ରୋଲ ଆମଦାନୀ ପ୍ରସ୍ତାବକୁ ଭୁଟାନ ପ୍ରତ୍ୟାଖ୍ୟାନ କରିଥିବା ଖବର ପ୍ରକାଶ ପାଇଛି। ଏବେ ପେଟ୍ରୋଲିୟମ ମନ୍ତ୍ରଣାଳୟ ଏହା ଉପରେ ସବୁକିଛି ସ୍ପଷ୍ଟ କରିଛି। ପେଟ୍ରୋଲିୟମ ମନ୍ତ୍ରଣାଳୟ କହିଛି ଯେ, ଭୁଟାନ ବିଷୟରେ କରାଯାଇଥିବା ସମସ୍ତ ଦାବି ମିଥ୍ୟା।

ମନ୍ତ୍ରଣାଳୟ 'ଏକ୍ସ' ରେ ଏକ ପୋଷ୍ଟରେ ଲେଖିଛି ଯେ, "ତୈଳ ବିପଣନ କମ୍ପାନୀ (OMCs) ଦ୍ୱାରା ଏପରି କୌଣସି ପ୍ରସ୍ତାବ ଦିଆଯାଇ ନାହିଁ ଏବଂ ଭୁଟାନକୁ ଇ-୨୦ ପେଟ୍ରୋଲ ରପ୍ତାନି କରିବାର କୌଣସି ପ୍ରସ୍ତାବ ନାହିଁ।" ମନ୍ତ୍ରଣାଳୟ ଆହୁରି କହିଛି ଯେ, ଦୟାକରି କେବଳ ପରିବେଶ ଏବଂ କୃଷି ମନ୍ତ୍ରଣାଳୟ (MoPNG) ଏବଂ ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ପ୍ରକାଶିତ ସରକାରୀ ସୂଚନା ଉପରେ ନିର୍ଭର କରନ୍ତୁ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia