Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଚ ରାସ୍ତାରେ ଗୋଡାଇ ଗୋଡାଇ ଯୁବକକୁ ହାଣିଲେ

ବିଚ ରାସ୍ତାରେ ଗୋଡାଇ ଗୋଡାଇ ଯୁବକକୁ ହାଣିଲେ

ରହମପୁର : ପୁଣି ବରହମପୁର ବଜାରରେ ଖଣ୍ଡା ବୁଲିଲା । ଅମ୍ବିକା ନଗରରେ ବିଚ ରାସ୍ତାରେ ଗୋଡାଇ ଗୋଡାଇ ଯୁବକକୁ ହାଣିଲେ । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିବା ସୂଚନା ଗୁରୁତର ଅବସ୍ଥାରେ MKCG ମେଡିକାଲରେ ଭର୍ତ୍ତି । ଗୁରୁତର ହୋଇଥିବା ଯୁବକ ହେଉଛନ୍ତି ମଙ୍ଗଳା ବେହେରା । ଏହି ଘଟଣା ନେଇ ବଡବଜାର ପୋଲିସ ତଦନ୍ତ ଆରମ୍ଭ କରିଛି ।

ବରହମପୁରରେ ଅପରାଧ ଥମିବାର ନା ନେଉନି । ଦୁଇ ଦୁଇ ତ ଏନକାଉଣ୍ଟର ପରେ ବି ଅପରାଧ କମୁନି। ଅପରାଧ ମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । କେବଳ ବରହମପୁର ନୁହେଁ , ସାରା ରାଜ୍ୟରେ ଅପରାଧ ବଢି ବଢି ଚାଲିଛି ।

ବରହମପୁର : ପୁଣି ବରହମପୁର ବଜାରରେ ଖଣ୍ଡା ବୁଲିଲା । ଅମ୍ବିକା ନଗରରେ ବିଚ ରାସ୍ତାରେ ଗୋଡାଇ ଗୋଡାଇ ଯୁବକକୁ ହାଣିଲେ । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିବା ସୂଚନା ଗୁରୁତର ଅବସ୍ଥାରେ MKCG ମେଡିକାଲରେ ଭର୍ତ୍ତି । ଗୁରୁତର ହୋଇଥିବା ଯୁବକ ହେଉଛନ୍ତି ମଙ୍ଗଳା ବେହେରା । ଏହି ଘଟଣା ନେଇ ବଡବଜାର ପୋଲିସ ତଦନ୍ତ ଆରମ୍ଭ କରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia