Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗୁଳି ଫୁଟାଇ ଲୁଟି ନେଲେ ସୁନା - ରୂପା

ଗୁଳି ଫୁଟାଇ ଲୁଟି ନେଲେ ସୁନା - ରୂପା

The Samikhsya Odia 3 weeks ago

ବାଲେଶ୍ୱର: ବାଲେଶ୍ୱରଜିଲ୍ଲା ଖଇରାରେ ସୁନା ବ୍ୟବସାୟୀଙ୍କ ଠାରୁ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗହଣା ଲୁଟ ହୋଇଛି। ପ୍ରଥମେ ଛୁରୀ ଦେଖାଇଲେ ତା'ରେ ଫାୟାରିଂକାଲେ । ଆଉ ଲୁଟିନେଲା ସୁନା ରୁପା। ବାଲେଶ୍ୱର ଜିଲ୍ଲା ଖଇରାରେ ହୋଇଛି ଏଭଳି କିଛି ସଶସ୍ତ୍ର ଲୁଟ୍‌। ଗୁଳି ଫୁଟାଇ ସୁନା ବ୍ୟବସାୟୀଙ୍କ ଠାରୁ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗହଣା ଲୁଟିନେଲେ ଦୁର୍ବୃତ୍ତ।

ମିଳିଥିବା ସୂଚନା ଅନୁସାରେ ଖଇରା ବଜାରରେ ଥିବା 'ରୁଦ୍ରକାନ୍ତ ଜୁଏଲାରୀ' ମାଲିକ ରାମଚନ୍ଦ୍ର ସାହୁ ଏବଂ ତାଙ୍କ ପୁଅ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ଲୁଟର ଶିକାର ହୋଇଛନ୍ତି । ଖଇରା ପୋଲିସ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛି।

ବାଲେଶ୍ୱର: ବାଲେଶ୍ୱରଜିଲ୍ଲା ଖଇରାରେ ସୁନା ବ୍ୟବସାୟୀଙ୍କ ଠାରୁ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗହଣା ଲୁଟ ହୋଇଛି। ପ୍ରଥମେ ଛୁରୀ ଦେଖାଇଲେ ତା'ରେ ଫାୟାରିଂକାଲେ । ଆଉ ଲୁଟିନେଲା ସୁନା ରୁପା। ବାଲେଶ୍ୱର ଜିଲ୍ଲା ଖଇରାରେ ହୋଇଛି ଏଭଳି କିଛି ସଶସ୍ତ୍ର ଲୁଟ୍‌। ଗୁଳି ଫୁଟାଇ ସୁନା ବ୍ୟବସାୟୀଙ୍କ ଠାରୁ ୨୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଗହଣା ଲୁଟିନେଲେ ଦୁର୍ବୃତ୍ତ। ମିଳିଥିବା ସୂଚନା ଅନୁସାରେ ଖଇରା ବଜାରରେ ଥିବା 'ରୁଦ୍ରକାନ୍ତ ଜୁଏଲାରୀ' ମାଲିକ ରାମଚନ୍ଦ୍ର ସାହୁ ଏବଂ ତାଙ୍କ ପୁଅ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ଲୁଟର ଶିକାର ହୋଇଛନ୍ତି । ଖଇରା ପୋଲିସ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia