Dailyhunt
ଗୁଳିମାଡ଼ରେ ଯୁବକ ମୃତ

ଗୁଳିମାଡ଼ରେ ଯୁବକ ମୃତ

ସୁବର୍ଣ୍ଣପୁର: ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଗୁଳିକାଣ୍ଡ ଘଟିଛି । ଏହି ଘଟଣାରେ ଚମ୍ପାମାଳ ଗାଁର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।ରାଜ୍ୟରେ ଅପରାଧଜନିତ କାର୍ଯ୍ୟକଳାପ ବଢିବାରେ ଲାଗିଛି । ନିକଟରେ ବ୍ରହ୍ମପୁର, ଯାଜପୁର ଆଦି ଅଞ୍ଚଳରେ ଗୁଳିକାଣ୍ଡ ଓ ହତ୍ୟା ପରି ଘଟଣାମାନ ଦେଖିବାକୁ ମିଳିଥିଲା ।

ସୁବର୍ଣ୍ଣପୁର: ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଗୁଳିକାଣ୍ଡ ଘଟିଛି । ଏହି ଘଟଣାରେ ଚମ୍ପାମାଳ ଗାଁର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ରାଜ୍ୟରେ ଅପରାଧଜନିତ କାର୍ଯ୍ୟକଳାପ ବଢିବାରେ ଲାଗିଛି । ନିକଟରେ ବ୍ରହ୍ମପୁର, ଯାଜପୁର ଆଦି ଅଞ୍ଚଳରେ ଗୁଳିକାଣ୍ଡ ଓ ହତ୍ୟା ପରି ଘଟଣାମାନ ଦେଖିବାକୁ ମିଳିଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia