Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ ପ୍ରକଳ୍ପ

ଖୁବଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ ପ୍ରକଳ୍ପ

ଭୁବନେଶ୍ଵର: ଖୁବଶୀଘ୍ର ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ ପ୍ରକଳ୍ପ ଆରମ୍ଭ ହେବ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ଏହି ପ୍ରକଳ୍ପ ପାଇଁ ମୋଟ ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। କେନ୍ଦ୍ର ସରକାରଙ୍କ ସିଟି ଇକୋନୋମିକ୍ ରିଜିଅନ୍ ଯୋଜନାରେ ସାମିଲ ଏହି ପ୍ରକଳ୍ପ ପାଇଁ ୭୦ ପ୍ରତିଶତ ଅର୍ଥ ଏଡିବି ଋଣ ଓ ୩୦ ପ୍ରତିଶତ କେନ୍ଦ୍ର ସରକାରଙ୍କ ସିଇଆର ଯୋଜନା ଅଧୀନରେ ଉପଲବ୍ଧ ହେବ।

ପ୍ରକଳ୍ପରେ ସମନ୍ୱିତ ପରିବହନ ବ୍ୟବସ୍ଥା, ସ୍ମାର୍ଟ ସହରୀ ଭିତ୍ତିଭୂମି, ମଲ୍ଟିମୋଡାଲ ହବ୍, କର୍ମଜୀବୀ ଆବାସ, ବନ୍ଦରଭିତ୍ତିକ ଶିଳ୍ପ ଓ ଜ୍ଞାନ-ସ୍ୱାସ୍ଥ୍ୟ ହବ୍ ଭଳି ପ୍ରମୁଖ ପଦକ୍ଷେପ ସାମିଲ ରହିଛି।

ଭୁବନେଶ୍ଵର: ଖୁବଶୀଘ୍ର ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ସିଟି ଇକୋନୋମିକ୍ ରିଜିଅନ୍ ପ୍ରକଳ୍ପ ଆରମ୍ଭ ହେବ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ଏହି ପ୍ରକଳ୍ପ ପାଇଁ ମୋଟ ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। କେନ୍ଦ୍ର ସରକାରଙ୍କ ସିଟି ଇକୋନୋମିକ୍ ରିଜିଅନ୍ ଯୋଜନାରେ ସାମିଲ ଏହି ପ୍ରକଳ୍ପ ପାଇଁ ୭୦ ପ୍ରତିଶତ ଅର୍ଥ ଏଡିବି ଋଣ ଓ ୩୦ ପ୍ରତିଶତ କେନ୍ଦ୍ର ସରକାରଙ୍କ ସିଇଆର ଯୋଜନା ଅଧୀନରେ ଉପଲବ୍ଧ ହେବ। ପ୍ରକଳ୍ପରେ ସମନ୍ୱିତ ପରିବହନ ବ୍ୟବସ୍ଥା, ସ୍ମାର୍ଟ ସହରୀ ଭିତ୍ତିଭୂମି, ମଲ୍ଟିମୋଡାଲ ହବ୍, କର୍ମଜୀବୀ ଆବାସ, ବନ୍ଦରଭିତ୍ତିକ ଶିଳ୍ପ ଓ ଜ୍ଞାନ-ସ୍ୱାସ୍ଥ୍ୟ ହବ୍ ଭଳି ପ୍ରମୁଖ ପଦକ୍ଷେପ ସାମିଲ ରହିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia