Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମର୍ମନ୍ତୁଦ ଦୁର୍ଘଟଣା : ୫ ମୃତ

ମର୍ମନ୍ତୁଦ ଦୁର୍ଘଟଣା : ୫ ମୃତ

The Samikhsya Odia 3 weeks ago

ଯାଜପୁର : ଯାଜପୁର ଜେନାପୁର ଥାନା ବରଡା ବେହେରା ଟାଙ୍ଗୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । ହାଇବାକୁ ବୋଲୋରୋ ପଛରୁ ପିଟିବା ଫଳରେ ୫ ଜଣଙ୍କର ମୃତ ହୋଇଛି । ୮ ଜଣ ଆହତ କୁ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଯାଜପୁର : ଯାଜପୁର ଜେନାପୁର ଥାନା ବରଡା ବେହେରା ଟାଙ୍ଗୀ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଛି । ହାଇବାକୁ ବୋଲୋରୋ ପଛରୁ ପିଟିବା ଫଳରେ ୫ ଜଣଙ୍କର ମୃତ ହୋଇଛି । ୮ ଜଣ ଆହତ କୁ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia