Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନୀଳାଦ୍ରିବିହାରରେ ଦୁର୍ଘଟଣା : ୧ ମୃତ

ନୀଳାଦ୍ରିବିହାରରେ ଦୁର୍ଘଟଣା : ୧ ମୃତ

The Samikhsya Odia 3 weeks ago

ନୀଳାଦ୍ରି ବିହାର : ଭୁବନେଶ୍ବର ନୀଳାଦ୍ରି ବିହାର ଛକ ନିକଟରେ ଏକ ଦୁର୍ଘଟଣା ହୋଇଛି । ବାଇକକୁ ଏକ ଦ୍ରୁତଗାମୀ କାର ଧକ୍କା ଦେଇଥିଲା । ଏହି କାର ଧକ୍କାରେ ଜଣେ ବାଇକ ଆରୋହି ମୃତ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଚନ୍ଦ୍ରଶେଖପୁର ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି ।

ନୀଳାଦ୍ରି ବିହାର : ଭୁବନେଶ୍ବର ନୀଳାଦ୍ରି ବିହାର ଛକ ନିକଟରେ ଏକ ଦୁର୍ଘଟଣା ହୋଇଛି ।

ବାଇକକୁ ଏକ ଦ୍ରୁତଗାମୀ କାର ଧକ୍କା ଦେଇଥିଲା । ଏହି କାର ଧକ୍କାରେ ଜଣେ ବାଇକ ଆରୋହି ମୃତ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଚନ୍ଦ୍ରଶେଖପୁର ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia