Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପାରାଦୀପ ପୌରାଧ୍ୟକ୍ଷଙ୍କ ଘର ଉପରକୁ ବୋମାମାଡ଼

ପାରାଦୀପ ପୌରାଧ୍ୟକ୍ଷଙ୍କ ଘର ଉପରକୁ ବୋମାମାଡ଼

The Samikhsya Odia 2 weeks ago

ପାରାଦୀପ: ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ଘର ଉପରକୁ ବୋମାମାଡ଼। ବାଇକ୍‌ରେ ୩ଜଣ ଦୁର୍ବୃତ୍ତ ପେଟ୍ରୋଲ ବୋମା ମାଡ଼ କରି ଖସିପଳାଇଛନ୍ତି । ପେଟ୍ରୋଲ‌ ବୋମା ମାଡ଼ କରିଥିବା ଦୁର୍ବୃତ୍ତମାନଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ। ଏହାକୁ ‌ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ‌ ଖେଳିଯାଇଛି। ଦୁଇଟି ମଦ ବୋତଲରେ ପେଟ୍ରୋଲ କିମ୍ବା କୌଣସି ତରଳ ପଦାର୍ଥ ରଖି ବୋମା ମାଡ କରିଥିଲେ ।

ସନ୍ଧ୍ୟା 6.30 ମଧ୍ୟରେ ଏହି ବୋମା ମାଡ ହୋଇଥିଲା ।

ପାରାଦୀପ: ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ଘର ଉପରକୁ ବୋମାମାଡ଼। ବାଇକ୍‌ରେ ୩ଜଣ ଦୁର୍ବୃତ୍ତ ପେଟ୍ରୋଲ ବୋମା ମାଡ଼ କରି ଖସିପଳାଇଛନ୍ତି । ପେଟ୍ରୋଲ‌ ବୋମା ମାଡ଼ କରିଥିବା ଦୁର୍ବୃତ୍ତମାନଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ। ଏହାକୁ ‌ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ‌ ଖେଳିଯାଇଛି। ଦୁଇଟି ମଦ ବୋତଲରେ ପେଟ୍ରୋଲ କିମ୍ବା କୌଣସି ତରଳ ପଦାର୍ଥ ରଖି ବୋମା ମାଡ କରିଥିଲେ । ସନ୍ଧ୍ୟା 6.30 ମଧ୍ୟରେ ଏହି ବୋମା ମାଡ ହୋଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia