Dailyhunt
ପିଲାଙ୍କୁ ସୋସିଆଲ୍ ମିଡ଼ିଆ ମନା

ପିଲାଙ୍କୁ ସୋସିଆଲ୍ ମିଡ଼ିଆ ମନା

ଗ୍ରୀସ୍‌: ଗ୍ରୀସ୍‌ରେ ଏବେ ପିଲାଙ୍କୁ ସୋସିଆଲ୍ ମିଡ଼ିଆ ମନା । ୧୫ ବର୍ଷରୁ କମ୍ ପିଲାଙ୍କ ପାଇଁ ଏହି କଟକଣା ଜାରି କରାଯାଇଛି । ଟିକ୍‌ଟକ୍‌, ଇନଷ୍ଟାଗ୍ରାମ୍ ଓ ଫେସ୍‌ବୁକ୍ ଆଦି ବ୍ୟବହାର କରିପାରିବେ ନାହିଁ । ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଥିବାରୁ ଏନେଇ ପଦକ୍ଷେପ ନିଆଯାଇଛି । ପାଖାପାଖି ୮୦ ପ୍ରତିଶତି ଗ୍ରୀସ୍ ନାଗରିକ ଏହି ନିଷେଧାଜ୍ଞାକୁ ସମର୍ଥନ କରିଛନ୍ତି ।

ପୂର୍ବରୁ ଅଷ୍ଟ୍ରେଲିଆ ଓ ଫ୍ରାନ୍ସରେ ୧୫ ବର୍ଷରୁ କମ୍ ବୟସର ପିଲାଙ୍କୁ ସୋସିଆଲ୍ ମିଡ଼ିଆ ବାରଣ କରାଯାଇଛି ।

ଗ୍ରୀସ୍‌: ଗ୍ରୀସ୍‌ରେ ଏବେ ପିଲାଙ୍କୁ ସୋସିଆଲ୍ ମିଡ଼ିଆ ମନା । ୧୫ ବର୍ଷରୁ କମ୍ ପିଲାଙ୍କ ପାଇଁ ଏହି କଟକଣା ଜାରି କରାଯାଇଛି । ଟିକ୍‌ଟକ୍‌, ଇନଷ୍ଟାଗ୍ରାମ୍ ଓ ଫେସ୍‌ବୁକ୍ ଆଦି ବ୍ୟବହାର କରିପାରିବେ ନାହିଁ । ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଥିବାରୁ ଏନେଇ ପଦକ୍ଷେପ ନିଆଯାଇଛି । ପାଖାପାଖି ୮୦ ପ୍ରତିଶତି ଗ୍ରୀସ୍ ନାଗରିକ ଏହି ନିଷେଧାଜ୍ଞାକୁ ସମର୍ଥନ କରିଛନ୍ତି । ପୂର୍ବରୁ ଅଷ୍ଟ୍ରେଲିଆ ଓ ଫ୍ରାନ୍ସରେ ୧୫ ବର୍ଷରୁ କମ୍ ବୟସର ପିଲାଙ୍କୁ ସୋସିଆଲ୍ ମିଡ଼ିଆ ବାରଣ କରାଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia