Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୁଣି PUC ଅଧ୍ୟକ୍ଷ ହେଲେ ବୈଜୟନ୍ତ

ପୁଣି PUC ଅଧ୍ୟକ୍ଷ ହେଲେ ବୈଜୟନ୍ତ

The Samikhsya Odia 3 weeks ago

ନୂଆଦିଲ୍ଲୀ : ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣିଥରେ ମିଳିଛି ଗୁରୁ ଦ୍ୱାୟିତ୍ଵ । ପବ୍ଲିକ ଅଣ୍ଡରଟେକିଂ କମିଟିର ଅଧ୍ୟକ୍ଷ ହେଲେ ବୈଜୟନ୍ତ । ପୂର୍ବରୁ ଆସାମ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ ହୋଇଥିଲେ କେନ୍ଦ୍ରାପଡାର ସାଂସଦ ବୈଜୟନ୍ତ ପଣ୍ଡା ।

ନୂଆଦିଲ୍ଲୀ : ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣିଥରେ ମିଳିଛି ଗୁରୁ ଦ୍ୱାୟିତ୍ଵ ।

ପବ୍ଲିକ ଅଣ୍ଡରଟେକିଂ କମିଟିର ଅଧ୍ୟକ୍ଷ ହେଲେ ବୈଜୟନ୍ତ । ପୂର୍ବରୁ ଆସାମ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତ ହୋଇଥିଲେ କେନ୍ଦ୍ରାପଡାର ସାଂସଦ ବୈଜୟନ୍ତ ପଣ୍ଡା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia