Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଜଧାନୀରେ ବୁଲିଲା ଖଣ୍ଡା

ରାଜଧାନୀରେ ବୁଲିଲା ଖଣ୍ଡା

ଭୁବନେଶ୍ବର : ରାଜଧାନୀରେ ବୁଲିଲା ଖଣ୍ଡା । କାଟେଣି ଛକ ପେଟ୍ରୋଲ ପମ୍ପ ନିକଟରେ ଦୁବୁର୍ତ୍ତ ଖଣ୍ଡାରେ ଆକ୍ରମଣ କରିଛନ୍ତି । ସୂଚନା ଅନୁସାରେ, ଜେନ ଯୁବକ ପେଟ୍ରୋଲ ପମ୍ପରେ ଏକ ପ୍ଲାଷ୍ଟିକ ବୋତଲରେ ତେଲ ମାଗିଥିଲେ, ତେବେ ପ୍ଲାଷ୍ଟିକ ବୋତଲରେ ତେଲ ନ ଦେବାରୁ ଯୁବକ ଉତକ୍ଷିପ୍ତ ହୋଇ ଖଣ୍ଡାରେ ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ।

ଏଇ ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ତେବେ ପେଟ୍ରୋଲ ପମ୍ପରେ ଅନ୍ୟ କର୍ମଚାରୀମାନେ ଯୁବକକୁ କାବୁ କରିଦେଇଥିଲେ । ତେବେ ଏହି ଘଟଣା ନେଇ ଉତ୍ତେଜନା ଦେଖାଦେଇଛ ।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିଥିବାବେଳେ ଅପରାଧ ଏବେ ନିୟନ୍ତ୍ରଣ ବାହାରେ ।

ଭୁବନେଶ୍ବର : ରାଜଧାନୀରେ ବୁଲିଲା ଖଣ୍ଡା । କାଟେଣି ଛକ ପେଟ୍ରୋଲ ପମ୍ପ ନିକଟରେ ଦୁବୁର୍ତ୍ତ ଖଣ୍ଡାରେ ଆକ୍ରମଣ କରିଛନ୍ତି । ସୂଚନା ଅନୁସାରେ, ଜେନ ଯୁବକ ପେଟ୍ରୋଲ ପମ୍ପରେ ଏକ ପ୍ଲାଷ୍ଟିକ ବୋତଲରେ ତେଲ ମାଗିଥିଲେ, ତେବେ ପ୍ଲାଷ୍ଟିକ ବୋତଲରେ ତେଲ ନ ଦେବାରୁ ଯୁବକ ଉତକ୍ଷିପ୍ତ ହୋଇ ଖଣ୍ଡାରେ ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଇ ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ତେବେ ପେଟ୍ରୋଲ ପମ୍ପରେ ଅନ୍ୟ କର୍ମଚାରୀମାନେ ଯୁବକକୁ କାବୁ କରିଦେଇଥିଲେ । ତେବେ ଏହି ଘଟଣା ନେଇ ଉତ୍ତେଜନା ଦେଖାଦେଇଛ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia