Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ତାମିଲନାଡୁ ନିର୍ବାଚନ ଫଳାଫଳ: ପ୍ରାରମ୍ଭିକ ଗଣତିରେ ଡିଏମକେ କୁ ଝଟକା, ମଜବୁତ ସ୍ଥିତିରେ ଟିଭିକେ

ତାମିଲନାଡୁ ନିର୍ବାଚନ ଫଳାଫଳ: ପ୍ରାରମ୍ଭିକ ଗଣତିରେ ଡିଏମକେ କୁ ଝଟକା, ମଜବୁତ ସ୍ଥିତିରେ ଟିଭିକେ

The Samikhsya Odia 2 weeks ago

ଚେନ୍ନାଇ: ତାମିଲନାଡୁର ସମସ୍ତ ୨୩୪ ବିଧାନସଭା ଆସନରେ ଭୋଟ ଗଣତି ଚାଲିଛି। ଫଳାଫଳ ଆଜି ଘୋଷଣା କରାଯିବ। ଗଣନା ସକାଳ ୮ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ। ଶାନ୍ତିପୂର୍ଣ୍ଣ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ରାଜ୍ୟରେ ପରବର୍ତ୍ତୀ ସରକାର କିଏ ଗଠନ କରିବ ସେ ବିଷୟରେ ରାଜନୈତିକ ଦଳ ଏବଂ ଜନସାଧାରଣ ଉତ୍ସାହିତ।

ତାମିଲନାଡୁରେ ମୁଖ୍ୟ ପ୍ରତିଯୋଗିତା ଡିଏମକେ ଏବଂ ଏଆଇଏଡିଏମକେ ମଧ୍ୟରେ, କିନ୍ତୁ ଅଭିନେତା ବିଜୟଙ୍କ ଦଳ ଟିଭିକେ ପ୍ରାରମ୍ଭିକ ଗଣତିରେ ଚମତ୍କାର କରୁଥିବା ଦେଖାଯାଉଛି।

ପ୍ରାରମ୍ଭିକ ଗଣତିରେ ଟିଭିକେ ସର୍ବାଧିକ ୮୨ ଟି ଆସନରେ ଆଗରେ ଚାଲୁଥିବା ବେଳେ ଏଆଇଡିଏମକେ+ବିଜେପି ମେଣ୍ଟ ୬୫ ଆସନରେ ଆଗୁଆ ଅଛି। ସେହିଭଳି ଡିଏମକେ+କଂଗ୍ରେସ ମେଣ୍ଟ ୫୩ ଟି ଆସନରେ ଆଗରେ ଚାଲିଛି।

ଚେନ୍ନାଇ: ତାମିଲନାଡୁର ସମସ୍ତ ୨୩୪ ବିଧାନସଭା ଆସନରେ ଭୋଟ ଗଣତି ଚାଲିଛି। ଫଳାଫଳ ଆଜି ଘୋଷଣା କରାଯିବ। ଗଣନା ସକାଳ ୮ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ। ଶାନ୍ତିପୂର୍ଣ୍ଣ ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ରାଜ୍ୟରେ ପରବର୍ତ୍ତୀ ସରକାର କିଏ ଗଠନ କରିବ ସେ ବିଷୟରେ ରାଜନୈତିକ ଦଳ ଏବଂ ଜନସାଧାରଣ ଉତ୍ସାହିତ। ତାମିଲନାଡୁରେ ମୁଖ୍ୟ ପ୍ରତିଯୋଗିତା ଡିଏମକେ ଏବଂ ଏଆଇଏଡିଏମକେ ମଧ୍ୟରେ, କିନ୍ତୁ ଅଭିନେତା ବିଜୟଙ୍କ ଦଳ ଟିଭିକେ ପ୍ରାରମ୍ଭିକ ଗଣତିରେ ଚମତ୍କାର କରୁଥିବା ଦେଖାଯାଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia