Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଯୁବକଙ୍କୁ ତଣ୍ଟି କାଟି ହତ୍ୟା

ଯୁବକଙ୍କୁ ତଣ୍ଟି କାଟି ହତ୍ୟା

ବ୍ରହ୍ମଗିରି : ନରସିଂହପାଟଣା କାଜୁ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଜଗନ୍ନାଥ ପାଟଣାରେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା । ପୂର୍ବ ଶତ୍ରୁତାରୁ ଜଗନ୍ନାଥ ପାଟଣାର ଯୁବକଙ୍କୁ ତଣ୍ଟି କାଟି ହତ୍ୟା । ମୃତ ଯୁବକ ନା ଲିପୁ ଜେନା, ତାଙ୍କ ଘର ଜଗନ୍ନାଥ ପାଟଣା ବୋଲି ଜଣାପଡିଛି । ଘଟଣା ସ୍ଥଳରେ ଚାପ ଉତ୍ତେଜନା ଲାଗି ରହିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia