Dailyhunt
ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

ଯୁବକର ଉନ୍ମତ୍ତକାଣ୍ଡ: ଶାବଳ ମାଡ଼ରେ ଜଣେ ମୃତ

ରାଜଗାଙ୍ଗପୁର: ବଡଗାଁ ଥାନା ସାହାଜବାହାଲ ଲଖୁଆପଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଛି । ଯୁବକଙ୍କର ଉନ୍ମତ୍ତକାଣ୍ଡ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଛି । ଶୋଇଥିଲାବେଳେ ଶାବଳ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୮ଜଣ ଗୁରୁତର ହୋଇପଡିଛନ୍ତି । ଅଭିଯୁକ୍ତ ଯୁବକଙ୍କୁ ପୋଲିସ୍ ଗିରଫ କରି ମାମଲା ରୁଜୁ କରିଛି ।

ରାଜଗାଙ୍ଗପୁର: ବଡଗାଁ ଥାନା ସାହାଜବାହାଲ ଲଖୁଆପଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଛି ।

ଯୁବକଙ୍କର ଉନ୍ମତ୍ତକାଣ୍ଡ ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଛି । ଶୋଇଥିଲାବେଳେ ଶାବଳ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୮ଜଣ ଗୁରୁତର ହୋଇପଡିଛନ୍ତି । ଅଭିଯୁକ୍ତ ଯୁବକଙ୍କୁ ପୋଲିସ୍ ଗିରଫ କରି ମାମଲା ରୁଜୁ କରିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia