Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ କାମୁଡ଼ିଲା ସାପ, ବୁଲୁଥିଲେ ବନ୍ୟାଞ୍ଚଳ

ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ କାମୁଡ଼ିଲା ସାପ, ବୁଲୁଥିଲେ ବନ୍ୟାଞ୍ଚଳ

The Satyadrasta 5 days ago

ରାଜନଗର : ନେତାଙ୍କୁ କାମୁଡ଼ିଲା ସାପ । ବନ୍ୟା ଅଞ୍ଚଳରେ ବୁଲୁଥିବା ବେଳେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ କାମୁଡ଼ିଲା ସାପ । ରାଜନଗର ମେଡିକାଲରେ ଅଂଶୁମାନ ମହାନ୍ତିଙ୍କ ଚାଲିଛି ଚିକିତ୍ସା । ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି । ମେଡ଼ିକାଲରେ ତାଙ୍କୁ ଅବଜରଭେସନରେ ରଖାଯାଇ ଚିକିତ୍ସା କରାଯାଉଛି । ପଟ୍ଟାମୁଣ୍ଡାଇ ବାଛରା ମଣ୍ଡପଡାରେ ବନ୍ୟାଞ୍ଚଳ ବୁଲୁଥିବା ବେଳେ କାମୁଡ଼ିଛି ସାପ ।

ବ୍ରାହ୍ମଣୀରେ ବନ୍ୟା ଯୋଗୁ ରାଜନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛି । ଲକ୍ଷାଧିକ ଲୋକେ ପ୍ରଭାବିତ ହୋଇଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Satyadrasta