Dailyhunt
୧୦୦ ବର୍ଷ ପରେ ପ୍ରଥମ ଥର କ୍ରୋଧିତ ହେଲେ ଶନିଦେବ, କାଲିଠୁ ସାବଧାନ ରୁହନ୍ତୁ ଏହିସବୁ ରାଶିର ଲୋକ

୧୦୦ ବର୍ଷ ପରେ ପ୍ରଥମ ଥର କ୍ରୋଧିତ ହେଲେ ଶନିଦେବ, କାଲିଠୁ ସାବଧାନ ରୁହନ୍ତୁ ଏହିସବୁ ରାଶିର ଲୋକ

ମସ୍ତେ ଜାଣିଛନ୍ତି କି ଗ୍ରହମାନଙ୍କର ଗତି ପରିବର୍ତ୍ତନ କାରଣରୁ ହିଁ ଆମେ ସମସ୍ତେ ନିଜ ଜୀବନରେ ବହୁତ କିଛି ପରିବର୍ତ୍ତନ ଦେଖିଥାଉ । ଆପଣଙ୍କୁ କହିଦେଉଛୁ କି ସବୁ ଦେବୀ ଦେବତାଙ୍କ ମଧ୍ୟରେ ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଏ । ଯିଏକି ଅନୁଚିତ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଦଣ୍ଡ ଦିଅନ୍ତି । ଯେଉଁ ବ୍ୟକ୍ତିଙ୍କ ଉପରେ ଶନିଦେବ କ୍ରୋଧିତ ହୋଇ ଯାଆନ୍ତି ତାଙ୍କର ବିନାସ ସୁନିଶ୍ଚିତ ।

ଜ୍ୟୋତିଷୀଙ୍କ ମାନିବେ ତ ଗ୍ରହମାନଙ୍କର ଗତି ପରିବର୍ତ୍ତନ କାରଣରୁ କିଛି ଖାସ ଯୋଗ ତିଆରି ହେଉଛି ।

ଏହା ସହିତ ଶନିଦେବ ବକ୍ରୀରୁ ମାର୍ଗୀ ହେବାକୁ ଯାଉଛନ୍ତି । ଏହା ଦ୍ଵାରା କିଛି ରାଶିମାନଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡିବ । ଶନିଦେବଙ୍କ ମାର୍ଗୀ ହେବା ଦ୍ଵାରା କେତେକ ରାଶିମାନଙ୍କ ଜୀବନରେ ଚାଲୁଥିବା ସବୁ ସମସ୍ୟା ଦୂର ହୋଇଯିବ ଓ ଅନ୍ୟ ପଟେ ଆଉ କିଛି ରାଶି ଏମିତି ବି ଅଛନ୍ତି ଯେଉଁମାନଙ୍କୁ ସାବଧାନ ରହିବାକୁ ପଡିବ ।

ଶନିଙ୍କର ଏହି ରାଶି ପରିବର୍ତ୍ତନ ଦ୍ଵାରା କୁମ୍ଭ ରାଶି ଉପରେ ଶନିଙ୍କ ସାଢେସାତିର ପ୍ରଥମ ଚରଣ ଆରମ୍ଭ ହୋଇ ଯାଇଛି । ଧନୁ ଓ ମକର ରାଶିରେ ପୂର୍ବରୁ ହିଁ ଶନିଙ୍କ ସାଢେସାତିର ପ୍ରଭାବ ଚାଲୁଥିଲା ତାହା ବି ଏହି ବର୍ଷର ଶେଷ ପର୍ଯ୍ୟନ୍ତ ସମାପ୍ତ ହୋଇଯିବ । ଆପଣଙ୍କୁ କହିଦେଉଛୁ କି ମେଷ ରାଶିର ଲୋକମାନଙ୍କୁ ଶନିଙ୍କର ରାଶି ପରିବର୍ତ୍ତନ ଦ୍ଵାରା ଜୀବନରେ ଶାନ୍ତି ଦେଖିବାକୁ ମିଳିବ । ଏହା ସହିତ ଏହି ରାଶି ପରିବର୍ତ୍ତନ ଧନୁ ରାଶି ପାଇଁ ବିଶେଷ କିଛି ଖାସ ହେବ ନାହିଁ ।

ଏହି ସମୟରେ ଆପଣଙ୍କର ଅନାବଶ୍ୟକ କାର୍ଯ୍ୟରେ ଟଙ୍କା ଖର୍ଚ ହେବ । ଟଙ୍କା ସଞ୍ଚୟ କରିବା ପାଇଁ ବି ଆପଣଙ୍କୁ ଅସୁବିଧାହା ହେବ । ବହୁତ କଷ୍ଟରେ ଆପଣଙ୍କୁ ଧନ ଲାଭ ହେବ । ଏହି ସମୟରେ ଶନିଙ୍କ ଯୋଗୁ ଆପଣଙ୍କ ଜୀବନରେ କିଛି ଭଲ ବି ହେବ । ଆପଣଙ୍କୁ ଭୌତିକ ସୁଖ ସୁବିଧା ମିଳିବ । ବାହନ ଇତ୍ୟାଦି କ୍ରୟ କରିବାର ବି ଯୋଗ ଅଛି । ଏହି ସବୁ ମଧ୍ୟରେ ଆପଣଙ୍କର ଭକ୍ତି ଓ ଆଧ୍ୟାମିକତା ଉପରେ ରୁଚି ବଢିଯିବ ।

ଆପଣ ନିଜର ପଦ ପ୍ରତିଷ୍ଠା ଓ ମାନ ସମ୍ମାନ ପୁନଃ ପ୍ରାପ୍ତ କରିବେ । ଯଦି ସ୍ୱାସ୍ଥ୍ୟ ସମ୍ବନ୍ଧିତ କୌଣସି ସମସ୍ୟା ଚାଲୁଅଛି କିମ୍ବା ଚାଲିଛି ତେବେ ସେଥିରେ ବି ଆପଣଙ୍କୁ ମୁକ୍ତି ମିଳିବ । ଶନିଦେବଙ୍କ କୃପାରେ ବଞ୍ଚିବା ପାଇଁ ଆପଣ ଭଗବାନ ହନୁମାନଙ୍କ ଆରଧନା କରନ୍ତୁ । ଏହା ସହିତ ସାଢେସାତିରୁ ମୁକ୍ତି ପାଇବା ପାଇଁ ଆପଣ ଶନିବାର ଦିନ ମାଙ୍କଡମାନଙ୍କୁ କଦଳୀ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଶୁଭ ଫଳ ମିଳିବ । ଏହା ଥିଲା କି କେଉଁ ରାଶିର ଲୋକମାନଙ୍କୁ ସାବଧାନ ରହିବାକୁ ହେବ ।

ଶନିଙ୍କର ରାଶି ପରିବର୍ତ୍ତନ ଦ୍ଵାରା କିଛି ରାଶିଙ୍କୁ ଅତଧିକ ଲାଭ ବି ମିଳିବ । ତେବେ ସେହି ସମସ୍ତ ରାଶି ଗୁଡିକ ହେଲା ମିଥୁନ ରାଶି, କନ୍ୟା ରାଶି, କର୍କଟ ରାଶି, ମେଷ ରାଶି, କୁମ୍ଭ ରାଶି ଓ ବିଚ୍ଛା ରାଶି । ଏମାନଙ୍କୁ ଅତ୍ୟଧିକ ଲାଭ ମିଳିବ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV