Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଅଧିକ ପଇସା ଛାପିକି କେଉଁବି ଦେଶ ବନି ଯାଇପାରେ ଧନୀ, କିନ୍ତୁ ଏମିତି କାହିଁକି ହେଇନଥାଏ, ଜାଣନ୍ତୁ କଣ କୁହନ୍ତି ଅର୍ଥଶାସ୍ତ୍ରୀ

ଅଧିକ ପଇସା ଛାପିକି କେଉଁବି ଦେଶ ବନି ଯାଇପାରେ ଧନୀ, କିନ୍ତୁ ଏମିତି କାହିଁକି ହେଇନଥାଏ, ଜାଣନ୍ତୁ କଣ କୁହନ୍ତି ଅର୍ଥଶାସ୍ତ୍ରୀ

ହି ଦୁନିଆରେ ପଇସା ହିଁ ସବୁକିଛି ହୋଇଥାଏ । ଲୋକ ପଇସା ପାଇଁ କିଛିବି କରିବା ପାଇଁ ପ୍ରସ୍ତୁତ ରହି ଥାଆନ୍ତି । ବହୁତ ସାରା ଲୋକଙ୍କ ମନରେ ଏହି ପ୍ରଶ୍ନ ରହିଥାଏ କି କଣ କୌଣସି ଦେଶ ବହୁତ ସାରା ପଇସା ଛାପି ବଡ ଲୋକ ହୋଇପାରେ, ଆଜି ଏହି ବିଷୟରେ ଜାଣିବା ବିସ୍ତାର ରୁପରେ । ଆପଣଙ୍କୁ କହିଦଉଛୁ କି କୌଣସି ବି ଦେଶ ଅଧିକ ନୋଟ ଛାପି ବଡ଼ଲୋକ ହୋଇପାରି ନାହାନ୍ତି ।

କାହିଁକି ନା ଅଧିକ ନୋଟ ଛାପିବା ପାଇଁ ଦେଶର ଜିଡିପି ବଢ଼ାଇବା ଜରୁରୀ ହୋଇଥାଏ ଏବଂ ଜିଡିପି ବଢ଼ାଇବା ପାଇଁ ବିନିର୍ମଣ ଓ ସେବା ଭଳି ବିଭିନ୍ନ କ୍ଷେତ୍ରରେ ବୃଦ୍ଧି, ବେପାର କ୍ଷତିକୁ କମ କରିବା ଭଳି କାମ ଉପରେ ଧ୍ୟାନ ରଖିବା ଜରୁରୀ । ତେବେ ଯାଇ ଆପଣ ନିଜ ଦେଶରେ ନୋଟ ଛାପି ପାରିବେ ।

ଯଦି ନୋଟ ଛାପିବା ଦ୍ଵାରା କୌଣସି ବି ଦେଶ ବଡ଼ଲୋକ ହୋଇ ଯାଆନ୍ତି ତେବେ ଦୁନିଆରେ କେହି ବି ମଣିଷ ଗରିବ ହୋଇ ନଥାନ୍ତେ । ଆଜିର ସମୟରେ ବହୁତ ସାରା ଦେଶ ଏମିତି ଅଛନ୍ତି ଯାହାଙ୍କର ଜିଡିପି ବହୁତ କମ ଅଟେ । ଯେଉଁ କାରଣରୁ ସେହି ସବୁ ଦେଶ ଗରିବ ସୁଚିରେ ଅଛନ୍ତି । ଏହି ଦେଶ ପଇସା ଛପେଇ ମଧ୍ୟ ବଡ଼ ଲୋକ ହୋଇ ପାରିବେନି ।

ଅର୍ଥଶାସ୍ତ୍ରୀଙ୍କ ଅନୁସାରେ କୌଣସି ବି ଦେଶ ସାମାନ୍ୟ ଜିଡିପିରେ ଦୁଇ ରୁ ତିନ ପ୍ରତିଶତ ଭିତରେ ନୋଟ ଛପାଯାଏ । ଏହାଠୁ ଅଧିକ ନୋଟ ଛାପିବା ଦ୍ଵାରା କିଛି ଲାଭ ହୋଇ ନଥାଏ । ତା ସଙ୍ଗେ ସଙ୍ଗେ ଦେଶର ଅର୍ଥବ୍ୟବସ୍ଥା ଖରାପ ହେବାକୁ ଲାଗିଥାଏ । ଗୋଟିଏ ସୀମାରୁ ଅଧିକ ନୋଟ ଚାପିବା ଦ୍ଵାରା ଦେଶର କରେନ୍ସି ର ଭ୍ୟାଲୁ କମିଥାଏ । ଏହା ସହିତ ସରକାରଙ୍କୁ ଅନ୍ୟଦେଶରୁ କରଜ ମିଳିବାରେ କଷ୍ଟ ହୋଇଥାଏ । ଏଥିପାଇଁ କୌଣସି ବି ଦେଶର ସରକାର ବେଶୀ ନୋଟର ଛପେଇ କରି ପାରି ନଥାନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV