Dailyhunt
ଭାରତର ଏମିତି ଏକ ଆଜୀବ ସହର ଯେଉଁଠି ରହୁଥିଲେ କେବଳ ସ୍ତ୍ରୀ ଲୋକ

ଭାରତର ଏମିତି ଏକ ଆଜୀବ ସହର ଯେଉଁଠି ରହୁଥିଲେ କେବଳ ସ୍ତ୍ରୀ ଲୋକ

ଭାରତର ଇତିହାସରେ ବହୁତ ରାଜା ରାଜୁତି କରିଥିଲେ । ଏହି ରାଜାମାନେ ନିଜର କୀର୍ତି ସ୍ଥାପନ କରି ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକମାନଙ୍କ ମଧ୍ୟରେ ଆଦୃତ ହୋଇରହିଛନ୍ତି । ଏହି ରାଜାମାନେ ବହୁତ ସାହାସୀ ଓ ପରାକ୍ରମୀ ଥିଲେ ଆଉ କିଛି ରାଜା ଥିଲେ ସେମାନେ ନିଜ ରାଜୁତି କାଳରେ ଏପରି କିଛି କାର୍ଯ୍ୟ କରିଯାଇଛନ୍ତି ଯାହାଫଳରେ କି ଆଜି ବି ଲୋକମାନେ ସେମାନଙ୍କୁ ବହୁତ ଖରାପ ନଜରରେ ଦେଖୁଛନ୍ତି ସେମାନେ ବହୁତ ଭୟାଳୁ ଓ ନିଷ୍ଠୁର ଅ-ତ୍ୟା-ଚାରୀ ରାଜା ଥିଲେ ।

କିନ୍ତୁ ଯେଉଁ ରାଜା ତାର ଶାସନ କାଳରେ ନିଜ ପ୍ରଜାମାନଙ୍କୁ ନିଜର ସନ୍ତାନ ବୋଲି ଭାବି ଶାସନ କରୁଥିଲେ ସେହି ରାଜାମାନଙ୍କୁ ପ୍ରଜାମାନେ ପ୍ରଭୁ ଭାବରେ ମାନୁଥିଲେ ।

ସେହି ରାଜ୍ୟରେ ପ୍ରଜାମନେ ବହୁତ ଖୁସିରେ ରହୁଥିଲେ । କିନ୍ତୁ ଏପରି ଏକ ରାଜାଙ୍କ ଶାସନ କାଳରେ ଭାରତକୁ ବହୁତ ଲଜ୍ଜିତ ହେବାକୁ ପଡିଥିଲା । ଆଜି ଆମେ ଜାଣିବା ଏପରି ଏକ ରାଜା ବିଷୟରେ ଜେକି ସେ ଭାରତରେ ମହିଳାଙ୍କର ଏକ ଅଲଗା ସହର ଗଠନ କରିଥିଲେ । ଏହି ସହରକୁ କୌଣସି ପୁରୁଷକୁ ଆସିବା ପାଇଁ ଅନୁମତି ନଥିଲା ।

ଏହି ସହରକୁ ଗଠନ କରିବାର ମୁଖ୍ୟ କାରଣ ଥିଲା କି ସେ ଏହି ମହିଳାଙ୍କ ସହ ନିଜର ମନକୁ ଖୁସି ରଖିପାରିବେ । ଏହି ସହରକୁ କେବଳ ରାଜାଙ୍କର ଆସିବାର ହିଁ ଅନୁମତି ଥିଲା । ସହରର ସବୁ କର୍ମଚାରୀ କେବଳ ମହିଳା ମାନଙ୍କୁ ହିଁ ରଖାଯାଇଥିଲା । ଏହି ସହରର ସବୁ ସୁନ୍ଦରୀ ମହିଳାଙ୍କୁ ରାଜ୍ୟରୁ ବାଛି ବାଛି ଅଣାଯାଇଥିଲା ।

ଯଦି କୌଣସି ମହିଳାଙ୍କ ଚେହେରା ଖରାପ ହୋଇଯାଉଥିଲା ସେହି ମହିଳାଙ୍କୁ ଏହି ସହରରୁ ନିର୍ଯ୍ୟାତନା ଦେଇ ବାହାର କରି ଦିଆଯାଉଥିଲା । ଏହି ରାଜ୍ୟର ରାଜା ଥିଲେ ମାଲବ୍ୟବଂଶର ରାଜା ନାସିରୁଦ୍ଦିନ ସାହା । ଏବେ ଏହି ରାଜ୍ୟ ମଧ୍ୟପ୍ରଦେଶ ଭାବେ ଜଣାଯାଏ । ନାଶରୁଦଦିନ ସାହା ଏହି ରାଜ୍ୟକୁ ହାସଲ କରିବା ପାଇଁ ନିଜ ପିତା ଗୟାସୁଦ୍ଦିନ ସାହାଙ୍କୁ ବି-ସ ଦେଇ ମା-ରି-ବାକୁ ଚେଷ୍ଟା କରିଥିଲେ ।

ରାଜା ଗାଡିରେ ବସିବା ପରେ ନାସିରୁଦ୍ଦିନ ମହିଳାଙ୍କର ଏକ ସହର ତିଆରି କରିଥିଲେ । ସେ ଏହି ମହିଳାଙ୍କ ପାଇଁ ନିଜ ରାଜା ପ୍ରାସାଦ ପାଖରେ ଏକ ଆଲୀସନ ସହର ତିଆରି କରିଥିଲେ ଏହି ସହରରେ ନିଜ ରାଣୀ ତଥା ଅନ୍ୟ ମହିଳାଙ୍କୁ ରଖିଥିଲେ । ସେ ନିଜ ରାଜ୍ୟରେ କିଛି ସ୍କୁଲ କରିଥିଲେ ଏଥିରେ ମହିଳାଙ୍କୁ ନାଚ ଓ ଗୀତ ଶିଖାଯାଉଥିଲା । ଏହି ସହରରେ କୌଣସି ମନ୍ଦିର , ମସ୍ଜିଦ ନଥିଲା ।

ରାନୀଙ୍କର ମହଲକୁ ମାରବଲରେ ତିଆରି କରାଯାଇଥିଲା । ଏହି ମହଲରେ ରାଣୀଙ୍କ ଦରବାର ପାଇଁ ସିଙ୍ଗାଶନ ପାଖରେ ରାଜାଙ୍କର ସିଂହାସନ ତିଆରି କରାଯାଇଥିଲା । ମହିଳା ମାନେ ଏହି ଦରବାର କୁ ସୁଗନ୍ଧିତ ଅତର ଲାଗାଇ ଆସିବାକୁ କୁହାଯାଇଥିଲା । ଏହି ଦରବାରରେ ମହିଳାଙ୍କର ନାଚ ଗୀତାର ପତିଯୋଗୀତା ମଧ୍ୟ କରାଯାଉଥିଲା ।

ଏଥିରେ ବିଜୟୀ ମହିଳାଙ୍କୁ ପୁରସ୍କାର ସହ କୌଣସି ବଡ ପଦ ପଦବୀ ଦିଆଯାଉଥିଲା । ଏହାସହ କିଛି ମହିଳାଙ୍କୁ ରାଜାଙ୍କ ସହ ସମୟ ବିତାଇବା ପାଇଁ ସୁଯୋଗ ଦିଆଯାଉଥିଲା । ଏହି ସହରରେ ପ୍ରଥମେ ୧୦ ହଜାର ଜନ ବସତି ଥିଲା ଏହା କ୍ରମେ ବୃଦ୍ଧି ହୋଇ ୨୦ ହଜାର ହୋଇଥିଲା । ସବୁ ବର୍ଷ ଇଦରେ ଏଠାରେ ଏକ ବଜାର ବସୁଥିଲା ଏହି ବଜାରରୁ ରାଜା ଦୋକାନରେ ଥିବା ମହିଳାଙ୍କୁ କିଣିନେଇ ନିଜ ସାଙ୍ଗରେ ନେଇଯାଉଥିଉଲେ ।

ଏହିପରି ଏକ ଘଟଣା ଚକ୍ରରେ ଦିନେ ରାଜା ମ-ଦ୍ୟ-ପାନ କରି ନଦୀକୁ ଡେଇଁ ପଡିଥିଲେ କିନ୍ତୁ କଛି ବ୍ୟକ୍ତି ତାଙ୍କୁ ଏଥିରୁ ଉଧାର କରିଥିଲେ । ଏହି ବ୍ୟକ୍ତିଙ୍କୁ ରାଜା ପୁରସ୍କାର ପ୍ରଦାନ କରିଥିଲେ । କିନ୍ତୁ ରାଜା ଯେତେବେଳେ ଜାଣିଲେବ କି ଏହି ବ୍ୟକ୍ତି ମାନେ ରାଜାଙ୍କର ଚୁଟି ଧରି ତାଙ୍କୁ ଏଥିରୁ ଉଧାର କରିଥିଲେ ସେହି କ୍ଷଣି ରାଜା ନିଜ ସମ୍ମାନ ହାନି ହେବା ଜାଣି ସେମାନଙ୍କ ଜୀବନ ନେବାର ଦ-ଣ୍ଡ ଦେଇଥିଲେ ।

ଏହି ପରି ଭାବରେ ଥରେ ରାଜା ପୁଣି ମ-ଦ୍ୟ-ପାନ କରି ନଦୀକୁ ଡେଇଁ ପଡିଲେ କିନ୍ତୁ କେହି ରାଜାକୁ ରକ୍ଷା କରିନଥିଲେ କାହିଁକି ନା ରାଜାକୁ ରକ୍ଷା କରିଥିବା ବ୍ୟକ୍ତିଙ୍କୁ ପରେ ଜୀବନ ନେବାର ଦ-ଣ୍ଡ ମିଳିବା ଭୟରେ ସେମାନେ କେହି ରାଜାକୁ ରକ୍ଷା କରିବା ପାଇଁ ଚେଷ୍ଟା କରି ନଥିଲେ । ଏହି ରାଜାଙ୍କର ଦେ-ହାନ୍ତ ପରେ ସେହି ରାଜ୍ୟରେ ଅରାଜକତା ସୃଷ୍ଟି ହୋଇ ସେହି ରାଜ୍ୟଟି ପୁରା ନଷ୍ଟ ହୋଇଯାଇଥିଲା ।

ଏହି ରାଜ୍ୟର ପଟାଁ ର ୧୦୦ ବରଷ ପରେ ଅର୍ଥାତ ୧୬୧୬ ରେ ମୋଗଲ ରାଜା ଯାହାଙ୍ଗିର ଏହି ରାଜ୍ୟକୁ ଅତିକ୍ରମ କରୁଥିଲେ ସେହି ସମୟରେ ନାସୀରୁଦ୍ଦିନ ସାହା ଙ୍କର ଶାସନ ବିଷୟରେ ଜାଣି ତାଙ୍କ ସମାଧିରେ ନିଜ ଜୋତା ଦ୍ଵାରା ପ୍ରହାର କରଥିଲେ । ଏହି ବିଶୟରେ ଯାହାଙ୍ଗିର ତାଙ୍କର ରଚିତ ପୁସ୍ତକ ତୁସକେ ଯାହାଙ୍ଗୀରରେ ବର୍ଣ୍ଣନା କରିଛନ୍ତି ।

ଆଜିର ରାଶିଫଳ, 20 ସେପ୍ଟେମ୍ବର 2025, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି ୬ଟି ରାଶି ଉପରେ, ହେବ ଧନଲାଭDiscover

Hearing MagazineThis device changes the lives of seniors with hearing loss (without breaking the bank)Read MoreSkip

A high-end hearing aid… for less than $150Hearing Magazine|

Sponsored

Learn this Beginner Friendly Intraday Strategy in Just 2 HrsJoin Bala Sir's Market Profile Masterclass and Book Your Profit By 11 AM, Sign Up Now For Trading Success.TradeWise|

Sponsored

Specialist Down Jackets for Ultralight AdventuresWeightless warmth for when every gram matters. Built for brutal. Lighter than logic. All function, no frills. Get your high-performance down jacket today!Trek Kit India|

Sponsored

This device changes the lives of seniors with hearing loss (without breaking the bank)Hearing Magazine|

Sponsored

Legs stay dry. Pace stays highWaterproof, windproof, and ready for movement when conditions turn uglyTrek Kit India|

Sponsored

Option Trading: Mr. Gopal Reveals His Powerful Laxman Rekha Strategy For FreeMaster the Art of Precise Option Trading with Gopal Sir's Laxman Rekha Strategy - for Free!TradeWise|

Sponsored

Why thousands of women are switching to this braReview Beauty|

Sponsored

Bee Keepers of India Selling Pure Honey online to Indian consumers via Ecommerce WebsiteHoney extracted from Bee Farms, unprocessed honey, unheated honey, Bee Keepers also sell Pollen, Bee Wax and Infused HoneyScrolling Bee India|

Sponsored

Study HND International Business at GBS and earn a BTEC Diploma Qualification with PearsonHND International Business and open doorways to global universities.GBS Dubai|

Sponsored

Your fingers can tell you a lot about your personality. What kind of fingers do you have?Tips and Tricks|

Sponsored

ଆଜିର ରାଶିଫଳ, 25 ଅଗଷ୍ଟ 2025, ସୋମବାର, ମହାଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ହେବ ଧନଲାଭOdia Fast News

Embarrassing moments captured by a droneTips and Tricks|

Sponsored

Shooter Action MMOCheck out the new Crossout 2.0 for free. Discover PvP and PvE in our upgraded Action MMO. Countless unique Vehicles, PvE and PvP, Trading. Are you ready? Destroy vehicles your opponent took hours to craft and enjoy. Join now for FreeCrossout|

Sponsored

Indian investors can now apply for a free stock market courseMister Market Pro|

Sponsored

Study Diploma at GBS DubaiAchieve global recognition with British qualifications in BTEC & HND courses. Study Diploma Courses at GBS Dubai. KHDA Approved Courses. Pearson Certified Degrees - Apply NowGBS Dubai|

Sponsored

Buy Raw HoneyScrolling Bee India|

Sponsored

Categoriesବିଶେଷ

ଆଜିର ରାଶିଫଳ, 16 ଏପ୍ରିଲ 2021, ଶୁକ୍ରବାର, ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତ୍ତି

ଉତରନର ତପସ୍ୟା (Rashmi Desai) ଏବେ ହୋଇଯାଛନ୍ତି ବହୁତ ବୋଲ୍ଡ,, ହଟ ଫଟୋ ହେଉଛି ଭାଇରାଲ

Sponsored Links

You May Like

Learn this Beginner Friendly Intraday Strategy in Just 2 HrsTradeWise

Specialist Down Jackets for Ultralight AdventuresTrek Kit India

Legs stay dry. Pace stays highTrek Kit India

Option Trading: Mr. Gopal Reveals His Powerful Laxman Rekha Strategy For FreeTradeWise

Why thousands of women are switching to this braReview Beauty

Your fingers can tell you a lot about your personality. What kind of fingers do you have?Tips and Tricks

Save up to 25% on tuition feesGBS Dubai

by Taboola

utkalmailtv

ଭାରତର ଇତିହାସରେ ବହୁତ ରାଜା ରାଜୁତି କରିଥିଲେ । ଏହି ରାଜାମାନେ ନିଜର କୀର୍ତି ସ୍ଥାପନ କରି ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକମାନଙ୍କ ମଧ୍ୟରେ ଆଦୃତ ହୋଇରହିଛନ୍ତି । ଏହି ରାଜାମାନେ ବହୁତ ସାହାସୀ ଓ ପରାକ୍ରମୀ ଥିଲେ ଆଉ କିଛି ରାଜା ଥିଲେ ସେମାନେ ନିଜ ରାଜୁତି କାଳରେ ଏପରି କିଛି କାର୍ଯ୍ୟ କରିଯାଇଛନ୍ତି ଯାହାଫଳରେ କି ଆଜି ବି ଲୋକମାନେ ସେମାନଙ୍କୁ ବହୁତ ଖରାପ ନଜରରେ ଦେଖୁଛନ୍ତି ସେମାନେ ବହୁତ ଭୟାଳୁ ଓ ନିଷ୍ଠୁର ଅ-ତ୍ୟା-ଚାରୀ ରାଜା ଥିଲେ ।

A high-end hearing aid… for less than $150Hearing Magazine|

Sponsored

Sponsored

Sponsored

Sponsored

Sponsored

Sponsored

Sponsored

Sponsored

Sponsored

Sponsored

Embarrassing moments captured by a droneTips and Tricks|

Sponsored

Sponsored

Sponsored

Sponsored

Buy Raw HoneyScrolling Bee India|

Sponsored

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV